Home Bibles ହିତୋପଦେଶ 17:21 · ଓଡ଼ିଆ ବାଇବେଲ
ହିତୋପଦେଶ 17:21 · ଓଡ଼ିଆ ବାଇବେଲ

ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।

Cross references

ଆଦି ପୁସ୍ତକ 26:34

ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।

ପ୍ରଥମ ଶାମୁୟେଲ 2:32

ପକ୍ସ୍ଟଣି ପରମେଶ୍ବର ଇଶ୍ରାୟେଲକକ୍ସ୍ଟ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହ ରେ ଦକ୍ସ୍ଟଃଖ ଦେଖିବ; ଆଉ ତକ୍ସ୍ଟମ୍ଭ ଗୃହ ରେ କହେି କଦାପି ବୃଦ୍ଧ ହବେେ ନାହିଁ।

ପ୍ରଥମ ଶାମୁୟେଲ 8:3

ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।

ଦିତୀୟ ଶାମୁୟେଲ 18:33

ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।

ହିତୋପଦେଶ 10:1

ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।

ହିତୋପଦେଶ 15:20

ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।

ହିତୋପଦେଶ 17:25

ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

ହିତୋପଦେଶ 19:13

ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହବେ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।

ହିତୋପଦେଶ 23:15

ହେ ମାରେ ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମାରେ ବିଶଷେ ରେ ମାରେ ମନ ହୃଷ୍ଟ ହବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:3

ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ପତ୍ର ଲେଖିଲି, ଯେ ହତେୁ ମୁଁ ଯେତବେେଳେ ତୁମ୍ଭମାନଙ୍କ ପାଖକୁ ଆସିବି, ଯେଉଁମାନଙ୍କ ଠାରୁ ମାେତେ ଆନନ୍ଦ ମିଳିବା କଥା, ସମାନଙ୍କେ ଠାରୁ ମାେତେ ଦୁଃଖ ନ ମିଳୁ। ତୁମ୍ଭମାନଙ୍କଠା ରେ ମାରେ ବିଶ୍ବାସ ଅଛି ଯେ, ତୁମ୍ଭମାନେେ ମାରେ ସହିତ ଆନନ୍ଦ କରିବ।

ଫିଲୀମୋନଙ୍କ ପ୍ରତି ପତ୍ର 1:19

ମୁଁ ପାଉଲ, ଏହି କଥା ମାେ ହାତ ରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦବୋକୁ ଅଛି, ମୁଁ ତାହା ତୁମ୍ଭକୁ ଫରୋଇ ଦବେି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମାେ'ଠା ରେ କେତେ ଋଣୀ, ସେ ସମ୍ପର୍କ ରେ ମୁଁ କିଛି କହିବି ନାହିଁ।

ଯୋହନଙ୍କ ତୃତୀୟ ପତ୍ର 1:4

ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।

Interlinear

Choose Theme