ମୁଁ ପାଉଲ, ଏହି କଥା ମାେ ହାତ ରେ ଲେଖୁଛି। ଅନୀସିମର ଯଦି ତୁମ୍ଭକୁ କିଛି ଦବୋକୁ ଅଛି, ମୁଁ ତାହା ତୁମ୍ଭକୁ ଫରୋଇ ଦବେି। ନିଜ ଜୀବନ ପାଇଁ ତୁମ୍ଭେ ଯେ ମାେ'ଠା ରେ କେତେ ଋଣୀ, ସେ ସମ୍ପର୍କ ରେ ମୁଁ କିଛି କହିବି ନାହିଁ।
Cross references
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନକେ ପିତା ନାହାଁନ୍ତି, ସୁସମାଚାର ଦ୍ବାରା ଖ୍ରୀଷ୍ଟଯୀଶୁଙ୍କ ସକାେଶ ମୁଁ ତୁମ୍ଭମାନଙ୍କର ପିତା ହାଇେଛି।
ମୁଁ ଜଣେ ସ୍ବାଧୀନ ବ୍ଯକ୍ତି। ମୁଁ ଜଣେ ପ୍ ରରେିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମାେ କାର୍ୟ୍ଯର ଫଳ ସ୍ବରୂପ ତୁମ୍ଭମାନେେ ପରିବର୍ତ୍ତିତ ହାଇେଛ।
ମୁଁ ପାଉଲ, ନିଜ ହାତ ରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।
ତୁମ୍ଭମାନେେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟ ରେ ଲେଖି ହାଇେ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ।
ଶୁଣ ! ମୁଁ ପାଉଲ କହୁଛି, ଯଦି ତୁମ୍ଭମାନେେ ସୁନ୍ନତ ହାଇେ ବ୍ଯବସ୍ଥା ନିକଟକୁ ଫରେି ୟିବ, ତା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହବେେ ନାହିଁ।
ଦେଖ ! ମୁଁ ନିଜ ହାତ ରେ ଓ କେତେ ବଡ଼ବଡ଼ ଅକ୍ଷର ରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି।
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ବାସ କରୁଥିବାରୁ ମାରେ ପ୍ରକୃତ ପୁତ୍ର ଅଟ।
ଏହି ପତ୍ର ତୀତସଙ୍କୁ ଲଖାଯାେଉଛି। ତୁମ୍ଭେ ସମବିଶ୍ବାସ ରେ ମାରେ ପ୍ରକୃତ ପୁତ୍ର ଭଳି। ଆମ୍ଭର ପରମପିତା ପରମେଶ୍ବର ଖ୍ରୀଷ୍ଟ ଯୀଶୁ, ଆମ୍ଭର ତ୍ରାଣକର୍ତ୍ତାଙ୍କଠାରୁ ତୁମ୍ଭକୁ ଅନୁଗ୍ରହ ଓ ଶାନ୍ତି ମିଳୁ।
ମାେ ଭାଇ ଓ ଭଉଣୀମାନେ ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।