Home Bibles ☰ Books ଉପଦେଶକ 10:3 · ଓଡ଼ିଆ ବାଇବେଲ
ଉପଦେଶକ 10:3 · ଓଡ଼ିଆ ବାଇବେଲ

ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।

Cross references

ହିତୋପଦେଶ 13:16

ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।

ହିତୋପଦେଶ 18:2

ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।

ହିତୋପଦେଶ 18:6

ମୂର୍ଖର କଥା ବିବାଦ ରେ ପ୍ରର୍ବତ୍ତେ। ପୁଣି ତା'ର କଥା ମାଡ଼ ଖାଇବାକୁ ଡାକେ।

ଉପଦେଶକ 5:3

ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।

ପିତରଙ୍କ ପ୍ରଥମ ପତ୍ 4:4

ସହେି ଅବିଶ୍ବାସୀମାନେ ଆଶ୍ଚର୍ୟ୍ଯ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସମାନଙ୍କେ ଭଳି ହିଂସ୍ରକ ଓ ଧ୍ବଂସାକରୀ କାମମାନ କରୁ ନାହଁ।

Interlinear

Choose Theme