ପ୍ରଥମ ରାଜାବଳୀ 19:1 · ଓଡ଼ିଆ ବାଇବେଲ
ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ।
Cross references
ପ୍ରଥମ ରାଜାବଳୀ 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।
ପ୍ରଥମ ରାଜାବଳୀ 18:40
ତା'ପରେ ଏଲିଯ ସମାନଙ୍କେୁ କହିଲେ, ବାଲ୍ର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ ନାହିଁ। ତେଣୁ ଲୋକମାନେ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିଯ ସମାନଙ୍କେୁ କୀଶୋନ ନଦୀ ନିକଟକୁ ନଇେ ସଠାେରେ ହତ୍ଯା କଲେ।
ପ୍ରଥମ ରାଜାବଳୀ 21:5
ଆହାବ୍ଙ୍କ ପତ୍ନୀ ଈଷବଲେ ତାଙ୍କ ନିକଟକୁ ୟାଇ ତାଙ୍କୁ କହିଲେ, ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁନାହିଁ?
ପ୍ରଥମ ରାଜାବଳୀ 21:25
ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।