ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ବା ଉଚ୍ଛିନ୍ନ ହବେ।
Cross references
ସହେି ଲୋକମାନେ କହନ୍ତି, ଆମ୍ଭମାନେେ ଏହିପରି ମିଥ୍ଯା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ଯ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ'ଣ କହିବାକୁ ପଡ଼ିବ। ୟାହାଫଳରେ କହେି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।
ସହେି ଦୁଷ୍ଟ ଲୋକମାନେ ମିଥ୍ଯାବାଦୀ। ସମାନେେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ଯାକଥା କୁହନ୍ତି। ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାରୀ। ସମାନଙ୍କେର ସହେି ମିଥ୍ଯା କହୁଥିବା ଓଷ୍ଠ ନୀରବ ହାଇଯେିବ।
ଧାର୍ମିକ ବ୍ଯକ୍ତି ଜ୍ଞାନର ଉପଦେଶ ଦିଏ। ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ଯାଯ ପ୍ରଦାନ କରେ।
କିନ୍ତୁ ରାଜା ପରମେଶ୍ବରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ବରଙ୍କ ନାମରେ ଶପଥ କରନ୍ତି, ସମାନେେ ଆନନ୍ଦିତ ହବେେ କାରଣ ମିଥ୍ଯାବାଦୀମାନଙ୍କର ମୁଖ ବନ୍ଦ ହାଇଯେିବ।
ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?
ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।
ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠ ରେ ଜ୍ଞାନ ଥାଏ। ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।