ଏଣୁ ଆମ୍ଭେ ସମାନଙ୍କେ ଉପ ରେ ଆପଣା କୋରଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନି ରେ ସମାନଙ୍କେୁ ସଂହାର କରିଅଛୁ। ସମାନଙ୍କେର ନିଜ କର୍ମର ଫଳ ସମାନେେ ନିଜେ ଭୋଗିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି
Cross references
ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।
ତବେେ ମୁଁ ଅରୀଯଲକେୁ ଦୁଃଖ ଦବେି। ନଗରଟି ଶୋକ ଓ ବିଳାପ ରେ ପୂର୍ଣ୍ଣ ହବେ। ମାତ୍ର ତାହା ଆମ ପ୍ରତି ଦାହସ୍ଥାନ ତୁଲ୍ଯ ହବେ।
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେର ସମସ୍ତ ଶସ୍ଯ ଓ ଫଳ ନଇୟିବୋ ଓ ସମାନଙ୍କେୁ ନିରିହ ରୂପେ ସଂହାର କରିବା। ଦ୍ରାକ୍ଷାଲତା ରେ ଦ୍ରାକ୍ଷାଫଳ ଓ ଡ଼ିମ୍ବିରି ବୃକ୍ଷ ରେ ଡ଼ିମ୍ବିରି ଫଳ ରହିବ ନାହିଁ। ପତ୍ରସବୁ ମ୍ଲାନ ହାଇଯେିବେ। ଆମ୍ଭେ ସମାନଙ୍କେୁ ଯାହାସବୁ ଦଇେଅଛୁ, ସେସବୁ ସମାନଙ୍କେଠାରୁ ନଇୟିବେୁ।
ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ମାରେ କୋର୍ଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣା ଯୋଗ୍ଯ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦବୋ।
ବର୍ତ୍ତମାନ ଆମ୍ଭେ ଆପଣା କୋର୍ଧକୁ ତୁମ୍ଭ ଉପ ରେ ପ୍ରଯୋଗ କରିବା। ଯେପର୍ୟ୍ଯନ୍ତ ଏହା ପ୍ରାଧାନ୍ଯ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସା ରେ ବିଚାର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁ ତୁମ୍ଭକୁ ଦଣ୍ଡିତ କରିବା।
ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।
ତା'ପ ରେ ପରମେଶ୍ବର କହିଲେ, କିନ୍ତୁ ଯେଉଁମାନଙ୍କର ହୃଦଯ ଘୃଣ୍ଯ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସମାନଙ୍କେୁ ସମାନଙ୍କେର କୁକର୍ମ ଅନୁସାରେ ଦଣ୍ଡିତ କରିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଛନ୍ତି।
ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ? ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କୋରଧାଗ୍ନି ରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭମାନେେ ତରଳି ୟିବ।
କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।