ପ୍ରଭୁ ଯୀଶୁଙ୍କଠା ରେ ମୁଁ ଆଶା କରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭମାନେେ କିପରି ଅଛ ଜାଣି ମୁଁ ଆନନ୍ଦିତ ହବେି।
Cross references
ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।
ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4
ୟିଶାଇୟ ମଧ୍ଯ କୁହନ୍ତି,
ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
ସେଥିପାଇଁ ଜୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟ ରେ ମାହେର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ବାସ ଯୋଗ୍ଯ। ଖ୍ରୀଷ୍ଟଯୀଶୁଙ୍କ ପାଇଁ ମୁଁ କିପରି ଜୀବନ ଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦବେେ। ମୁଁ ସବୁ ମଣ୍ଡଳୀ ରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।
ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଚାରର ସତ୍ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଚାର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କଲ। ପରମେଶ୍ବର ପବିତ୍ର ଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶଷେ ଚିହ୍ନ ଦଇେ ଚିହ୍ନିତ କଲେ। ଏହା କରିବା ଦ୍ବାରା ସେ ଆଗରୁ ଦଇେଥିବା ପ୍ରତିଶୃତି ରକ୍ଷା କରିଥିଲେ।
ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମ ରେ ଜଣେ ବିଶ୍ବସ୍ତ ସବେକ। ମାେ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ'ଣ କରୁଛି।
ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।
ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମାେ ସହିତ କ'ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି।
ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ଯ ତାହାଙ୍କୁ ଦେଖିଲେ ଖୁସି ହବେ, ମୁଁ ମଧ୍ଯ ତୁମ୍ଭ ବିଷୟ ରେ ଚିନ୍ତାମୁକ୍ତ ହବେି।
ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭମାନେେ କିପରି ଅଛୁ, ତାହା ତୁମ୍ଭମାନେେ ଜାଣ।
ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।
କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।
ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ ଯେ ହତେୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।
ସହେି ସୁସମାଚାର କହିଥିବାରୁ ଏବେ ମୁଁ କଷ୍ଟ ପାଉଛି। କିନ୍ତୁ ମୁଁ ଲଜ୍ଜିତ ନୁହେଁ। ମୁଁ ଯାହାଙ୍କୁ ବିଶ୍ବାସ କରିଛି, ତାହାଙ୍କୁ ମୁଁ ଜାଣେ। ମାରେ ପୂର୍ଣ୍ଣ ଆଶା ଅଛି ଯେ, ସେ ସହେି ବିଷୟଗୁଡ଼ିକ ସହେିଦିନ296 ପର୍ୟ୍ଯନ୍ତ ରକ୍ଷା କରିବେ, ଯେଉଁଗୁଡ଼ିକର ଦାଯିତ୍ବ ସେ ମାେ ଉପରେ ନ୍ଯସ୍ତ କରିଥିଲେ।
ପରମେଶ୍ବରଙ୍କ ସମସ୍ତ ପବିତ୍ ରେଲାକମାନଙ୍କ ପ୍ରତି ତୁମ୍ଭର ପ୍ ରମେ ଓ ପ୍ରଭୁ ଯୀଶୁଙ୍କଠା ରେ ତୁମ୍ଭର ବିଶ୍ବାସ ବିଷୟ ରେ ମୁଁ ଶୁଣିଛି ଓ ମୁଁ ତୁମ୍ଭର ସହେି ପ୍ ରମେ ଓ ବିଶ୍ବାସ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଛି।
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ବିଶ୍ବାସ କର। ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ। ତା'ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ବାସ ଓ ଭରସା ପରମେଶ୍ବରଙ୍କ ଠା ରେ ଅଛି।
ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।