Home Bibles ☰ Books ଯୋହନଙ୍କ ତୃତୀୟ ପତ୍ର 1:3 · ଓଡ଼ିଆ ବାଇବେଲ
ଯୋହନଙ୍କ ତୃତୀୟ ପତ୍ର 1:3 · ଓଡ଼ିଆ ବାଇବେଲ

ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।

Cross references

ଗୀତସଂହିତା 119:11

ମୁଁ ମାେ ହୃଦଯରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚଯ କରି ରଖିଅଛି, ୟପରେି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।

ରୋମୀୟଙ୍କ ପ୍ରତି ପତ୍ର 1:8

ସର୍ବପ୍ରଥମେ ମୁଁ କହିବାକୁ ଚା ହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମାରେ ପରମେଶ୍ବରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଧନ୍ଯବାଦ ଦେଉଛି। ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ବାସ ବିଷୟ ରେ ସାରା ସଂସାର ଚର୍ଚ୍ଚା କରୁଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:6

କିନ୍ତୁ ଯେଉଁ ପରମେଶ୍ବର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ବନା ଦିଅନ୍ତି, ସେ ତିତସଙ୍କର ଆଗମନ ଦ୍ବାରା ଆମ୍ଭମାନଙ୍କୁ ମଧ୍ଯ ସାନ୍ତ୍ବନା ପ୍ରଦାନ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 1:15

ସେଥିପାଇଁ ମୁଁ ଯେତବେେଳେ ପ୍ରଭୁ ଯୀଶୁଙ୍କଠା ରେ ତୁମ୍ଭମାନଙ୍କ ବିଶ୍ବାସ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ ରମେ ବିଷୟ ରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ନିରନ୍ତର ଧନ୍ଯବାଦ ଅର୍ପଣ କଲି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:4

େସତେଥର ପରମେଶ୍ବରଙ୍କୁ ଆନନ୍ଦ ସହକା ରେ ପ୍ରାର୍ଥନା ରେ ଧନ୍ଯବାଦ ଦିଏ।

କଲସୀୟଙ୍କ ପ୍ରତି ପତ୍ର 1:7

ତୁମ୍ଭମାନେେ ପରମେଶ୍ବରଙ୍କ ଅନୁଗ୍ରହ ବିଷୟ ରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭମାନେେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ବାସୀ ସବେକ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:19

ତୁମ୍ଭମାନେେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତବେେଳେ ଆମ୍ଭମାନଙ୍କର ପ୍ରଭୁଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 3:6

କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫରେି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ବାସ ଓ ପ୍ ରମରେ ସୁଖବର ଆମ୍ଭକୁ ଦଇେଛନ୍ତି। ତୁମ୍ଭମାନେେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭମାନେେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଚାହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ଯ ସହେି ଇଚ୍ଛା। ଆମ୍ଭମାନେେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।

ଯୋହନଙ୍କ ଦିତୀୟ ପତ୍ 1:2

ଆମ୍ଭ ଅନ୍ତର ରେ ଯେଉଁ ସତ୍ଯ ରହିଛି, ସେଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ପ୍ ରମେ କରୁଛୁ। ଏହି ସତ୍ଯ ଆମ୍ଭ ପାଖ ରେ ସବୁଦିନ ପାଇଁ ରହିବ।

ଯୋହନଙ୍କ ଦିତୀୟ ପତ୍ 1:4

ମୁଁ ତୁମ୍ଭର କେତକେ ସନ୍ତାନମାନଙ୍କ ବିଷୟ ରେ ଶୁଣି ଖୁସି ହଲିେ। ମୁଁ ଅତିଶୟ ଆନନ୍ଦିତ ଯେ, ପିତାଙ୍କ ଆଜ୍ଞାନୁସା ରେ ସମାନେେ ସତ୍ଯପଥ ଅନୁସରଣ କରୁଛନ୍ତି।

ଯୋହନଙ୍କ ତୃତୀୟ ପତ୍ର 1:4

ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।

Interlinear

Choose Theme