Home Bibles ଗଣନା ପୁସ୍ତକ 9:20 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 9:20 · ଓଡ଼ିଆ ବାଇବେଲ

କବେେ କବେେ ସହେି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସମାନେେ ଛାଉଣୀ କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।

Cross references

ଗଣନା ପୁସ୍ତକ 9:18

ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ଲୋକମାନେ ମେଘର ଗତିକୁ ଲକ୍ଷ୍ଯକରି ୟାତ୍ରା କଲେ ଓ ଛାଉଣୀ ସ୍ଥାପନ କଲେ, ଯେ ପର୍ୟ୍ଯନ୍ତ ସହେି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ୟ୍ଯନ୍ତ ସମାନେେ ଛାଉଣୀ ସ୍ଥାପନ କରି ରହିଲେ।

ଗଣନା ପୁସ୍ତକ 10:13

ଆଉ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମାନେେ ପ୍ରଥମ ଥର ୟାତ୍ରା କଲେ।

ଦିତୀୟ ବିବରଣ 7:21

ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟୟକ୍ସ୍ଟକ୍ତ।

Interlinear

Choose Theme