Home Bibles ଗଣନା ପୁସ୍ତକ 10:13 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 10:13 · ଓଡ଼ିଆ ବାଇବେଲ

ଆଉ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମାନେେ ପ୍ରଥମ ଥର ୟାତ୍ରା କଲେ।

Cross references

ଗଣନା ପୁସ୍ତକ 9:20

କବେେ କବେେ ସହେି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସମାନେେ ଛାଉଣୀ କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।

ଗଣନା ପୁସ୍ତକ 9:23

ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ଛାଉଣୀ ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞା ରେ ୟାତ୍ରା କଲେ। ସମାନେେ ମାଶାଙ୍କେ ଦ୍ବାରା ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।

ଦିତୀୟ ବିବରଣ 1:6

ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ କହିଥିଲେ। ସେ କହିଲେ, 'ତୁମ୍ଭମାନେେ ଏହି ପର୍ବତ ରେ ୟଥେଷ୍ଟ ସମୟ ବାସ କରି ଅଛ।

Interlinear

Choose Theme