Home Bibles ଗଣନା ପୁସ୍ତକ 8:17 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 8:17 · ଓଡ଼ିଆ ବାଇବେଲ

ସହେିଦିନ ମୁଁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲି, ମୁଁ ଇଶ୍ରାୟେଲର ପ୍ରଥମଜାତ ସନ୍ତାନଙ୍କୁ ମାେ ନିମନ୍ତେ ପବିତ୍ର କଲି। ଏଣୁ ସମସ୍ତ ଇଶ୍ରାୟେଲର ପ୍ରଥମଜାତ ଉଭୟ ମନୁଷ୍ଯ ଓ ପଶୁଗୁଡିକ ମାରେ ହବେ।

Cross references

ଯାତ୍ରା ପୁସ୍ତକ 12:29

ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।

ଯାତ୍ରା ପୁସ୍ତକ 13:2

ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ମନୁଷ୍ଯ ହେଉ କି ପଶୁ ହେଉ, ଯେ କହେି ପ୍ରଥମେ ଜାତ ହବେ, ସହେି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ଯ ରେ ପ୍ରଦାନ କର, ତାହା ଆମ୍ଭର।

ଯାତ୍ରା ପୁସ୍ତକ 13:12

ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।

ଯାତ୍ରା ପୁସ୍ତକ 29:44

ମୁଁ ସମାଗମ ତମ୍ବୁ ଓ ୟଜ୍ଞବଦେୀ ପବିତ୍ର କରିବି ଏବଂ ହାରୋଣ ଓ ତା'ର ପୁତ୍ରଗଣକୁ ଯାଜକ ରୂପେ ମାରେ ସବୋ କରିବା ପାଇଁ ଉତ୍ସର୍ଗ କରିବି।

ଲେବୀୟ ପୁସ୍ତକ 27:14

ଯଦି କୌଣସି ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବା ପାଇଁ ନିଜର ଗୃହକୁ ଉତ୍ସର୍ଗ କରେ। ତବେେ ଗୃହଟି ତାହା ଭଲ ହେଉ କି ମନ୍ଦ ହେଉ, ଯାଜକ ତହିଁରେ ମୂଲ୍ଯ ନିରୂପଣ କରିବ। ଯାଜକ ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।

ଲେବୀୟ ପୁସ୍ତକ 27:26

ପଶୁମାନଙ୍କ ମଧ୍ଯରୁ ଗୋରୁ ହେଉ କି ମଷେ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।

ଗଣନା ପୁସ୍ତକ 3:13

ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।

ଗୀତସଂହିତା 78:51

ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।

ଗୀତସଂହିତା 105:36

ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।

ଗୀତସଂହିତା 135:8

ପରମେଶ୍ବର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ଯ ଓ ପଶୁଗଣଙ୍କୁ ହତ୍ଯା କଲେ।

ଯିହିଜିକଲ 20:12

ଏବଂ ମୁଁ ସମାନଙ୍କେୁ ମାରେ ବିଶ୍ରାମ ଦିନ ବିଷଯ ରେ ସବୁ କହିଲି। ଏହା ମାରେ ଓ ସମାନଙ୍କେ ମଧିଅରେ ଚୁକ୍ତିର ଚିହ୍ନ ସ୍ବରୂପ ଯେଉଁଥି ପାଇଁ ସମାନେେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସମାନଙ୍କେୁ ପବିତ୍ର କଲି।

ଲୂକଲିଖିତ ସୁସମାଚାର 2:23

ପ୍ରଭୁଙ୍କ 'ନିୟମ' ରେ ଲଖାେଅଛି: ପରିବାର ରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ 'ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ' ହବେ।

ଯୋହନଲିଖିତ ସୁସମାଚାର 10:36

ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'

ଯୋହନଲିଖିତ ସୁସମାଚାର 17:19

ମୁଁ ନିଜକୁ ସବୋ ପାଇଁ ପ୍ରସ୍ତୁତ କରୁଛି। ମୁଁ ସମାନଙ୍କେ ପାଇଁ ଏହା କରୁଛି ଯେ ହତେୁ ସମାନେେ ତୁମ୍ଭର ସବୋ ପାଇଁ ପ୍ରକୃତ ରେ ପ୍ରସ୍ତୁତ ହାଇପୋରିବେ।

ଏବ୍ରୀ 10:29

ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।

ଏବ୍ରୀ 11:28

ମାଶାେ ନିସ୍ତାର ଭୋଜି321 (ପର୍ବ) କରି ଦ୍ବାର ମାନଙ୍କ ରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ଯୁର ଦୂତ ଯେପରି ମରି ପାରିବେ ନାହିଁ, ସେଥିପାଇଁ ମାଶାେ ଏପରି କଲେ। ମାଶାଙ୍କେର ବିଶ୍ବାସ ଥିବାରୁ ସେ ଏପରି କଲେ।

ଯାକୁବଙ୍କ ପତ୍ 1:18

ସତ୍ଯ ବାକ୍ଯ ଦ୍ବାରା ସେ ଆମ୍ଭକୁ ଜୀବନ ଦାନ ଦବୋ ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

Interlinear

Choose Theme