ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ମନୁଷ୍ଯ ହେଉ କି ପଶୁ ହେଉ, ଯେ କହେି ପ୍ରଥମେ ଜାତ ହବେ, ସହେି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ଯ ରେ ପ୍ରଦାନ କର, ତାହା ଆମ୍ଭର।
Cross references
ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।
ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।
ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମାରେ। ଏପରିକି ଗୋମଷୋଦି ପଲର ପ୍ରଥମଜାତ ସନ୍ତାନ ମାରେ।
ପଶୁମାନଙ୍କ ମଧ୍ଯରୁ ଗୋରୁ ହେଉ କି ମଷେ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।
ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।
କାରଣ ସମାନେେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଆମ୍ଭ ଉବ୍ଦେଶ୍ଯ ରେ ସମ୍ପୂର୍ଣରୂପେ ଦତ୍ତ ଲୋକ, ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ସମସ୍ତ ପ୍ରଥମ ଜାତ ସନ୍ତାନ ବଦଳ ରେ ସମାନଙ୍କେୁ ଆପଣା ନିମନ୍ତେ ଗ୍ରହଣ କଲୁ।
ସମାନେେ ମନୁଷ୍ଯ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସମାନେେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ଯର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।
ତୁମ୍ଭମାନେେ ଆପଣା ଗୋରୁ ପଲରକ୍ସ୍ଟ ଓ ମଷେ ପଲରକ୍ସ୍ଟ ଜନ୍ମ ହାଇେଥିବା ପ୍ରଥମ ଅଣ୍ତିରା ଛକ୍ସ୍ଟଆକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମ ଜାତକ ଦ୍ବାରା କିଛି କର୍ମ କରିବ ନାହିଁ। ମଷେପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛଦନେ କରିବ ନାହିଁ।
ବ୍ଯବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମଷେପଲର ପ୍ରଥମ ଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ପରିଚର୍ୟ୍ଯାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ଯ ନିଯମ କରୁଥିଲୁ।
ଏବଂ ଆମ୍ଭମାନେେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିରର କୋଠରିକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ଯର ଏକ ଦଶମାଂଶ ଲବେୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସହେି ଲବେୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗର ରେ ଏକ ଦଶମାଂଶ ଆଦାଯ କରନ୍ତି।
ପ୍ରଭୁଙ୍କ 'ନିୟମ' ରେ ଲଖାେଅଛି: ପରିବାର ରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ 'ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ' ହବେ।
ତୁମ୍ଭମାନେେ ପରମେଶ୍ବରଙ୍କ ପ୍ରଥମଜାତ325 ସନ୍ତାନମାନଙ୍କ ମିଳନ ସ୍ଥଳ ରେ ଆସି ପହଞ୍ଚିଛି। ସମାନଙ୍କେ ନାମ ସ୍ବର୍ଗ ରେ ଲଖାେ ରହିଛି। ସବୁଲୋକଙ୍କର ବିଚାରପତି ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନେେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହାଇେ ସାରିଛନ୍ତି, ସହେିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭମାନେେ ଆସିଛ।