Home Bibles ଗଣନା ପୁସ୍ତକ 5:22 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 5:22 · ଓଡ଼ିଆ ବାଇବେଲ

ତହିଁରେ 'ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ୟିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡିୟିବାର କାରଣ ହବେ, ଏବଂ ସହେି ସ୍ତ୍ରୀ କହିବ ଆମେନ୍! ଆମେନ୍!

Cross references

ଗଣନା ପୁସ୍ତକ 5:27

ଯବେେ ସହେି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା'ର ସ୍ବାମୀ ପ୍ରତି ଅବିଶ୍ବସ୍ତ ହାଇେଥାଏ, ତବେେ ସହେି ଶାପଜନକ ଜଳ ତାହା ମଧିଅରେ ପ୍ରବେଶ କରି ୟନ୍ତ୍ରଣା ଦବେ। ତାହାର ପ୍ରଜନନ ଅଗଂ ଫୁଲିବ ଏବଂ ଓହଳି ପଡିବ। ଆଉ ସହେି ସ୍ତ୍ରୀ ଆପଣା ଲୋକଙ୍କ ମଧିଅରେ ଶାପ ସ୍ବରୂପ ହବେ।

ଦିତୀୟ ବିବରଣ 27:15

' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

ଆୟୁବ ପୁସ୍ତକ 31:21

ଅନାଥ ବାଳକକୁ ମୁଁ କବେେ ହାତ ଉଠାଏ ନାହିଁ ବରଂ ମାରଫୋଟକ ପାଖ ରେ ସାହାୟ୍ଯ କାମନା କରି ଛିଡ଼ା ହାଇେ ଥିବାର ମୁଁ ତାକୁ ଦେଖେ।

ଆୟୁବ ପୁସ୍ତକ 31:39

ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସମାନଙ୍କେ ପ୍ରାପ୍ଯ ଦଇେଛି। ଜମିର ୟିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନବୋକୁ ମୁଁ କବେେ ଚେଷ୍ଟା କରି ନାହିଁ।

ଗୀତସଂହିତା 7:4

ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।

ଗୀତସଂହିତା 41:13

ହେ ସଦାପ୍ରଭୁ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ। ତୁମ୍ଭେ ଧନ୍ଯ। ଆମେନ୍, ଆମେନ୍।

ଗୀତସଂହିତା 72:19

ତାଙ୍କର ଗୌରବାନ୍ବିତ ନାମର ମହିମା ଅନନ୍ତକାଳ ପର୍ୟ୍ଯନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାଯ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍।

ଗୀତସଂହିତା 89:52

ସଦାପ୍ରଭୁ ଅନନ୍ତକାଳ ଧନ୍ଯ ହେଉନ୍ତୁ। ଆମେନ୍ !ଆମେନ୍ !

ଗୀତସଂହିତା 109:18

ଅଭିଶାପ ତା'ର ବସ୍ତ୍ର ହେଉ। ଅଭିଶାପ ସେ ପିଉଥିବା ପାଣି ହେଉ। ଅଭିଶାପ ତା'ର ଶରୀରର ତୈଳ ହେଉ।

ହିତୋପଦେଶ 1:31

ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।

ଯିହିଜିକଲ 3:3

ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦର ରେ ପୂରାଅ।

ଯୋହନଲିଖିତ ସୁସମାଚାର 3:3

ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 3:11

ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ଯାହା ସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭମାନେେ ତାହା ଗ୍ରହଣ କରୁନାହଁ।

ଯୋହନଲିଖିତ ସୁସମାଚାର 5:24

ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।

ଯୋହନଲିଖିତ ସୁସମାଚାର 6:53

ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ନିଶ୍ଚୟ ମନଷ୍ଯପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନକରିବ, ତବେେ ତୁମ୍ଭ ଭିତ ରେ ପ୍ରକୃତ ଜୀବନ ନାହିଁ।

Interlinear

Choose Theme