ଗଣନା ପୁସ୍ତକ 4:42 · ଓଡ଼ିଆ ବାଇବେଲ
ଆଉ ମଧ୍ଯ ମରାରି ବଂଶ ମଧିଅରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ।
Cross references
ପ୍ରଥମ ବଂଶାବଳୀ 6:47
ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
ଦିତୀୟ ବଂଶାବଳୀ 31:17
ଯାଜକମାନଙ୍କୁ ସମାନଙ୍କେର ସଂଗୃହୀତ ବସ୍ତୁର ଅଂଶ ଦଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁୟାଯୀ ବଂଶ ଇତିହାସ ରେ ତାଲିକାଭୁକ୍ତ ହାଇେଛନ୍ତି, ତହିଁନୁୟାଯୀ କରାଯାଉଥିଲା। କୋଡ଼ିଏ ବଯସ୍କ ଓ ତଦୁଦ୍ଧର୍ବ ବଯସର ଲବେୀୟମାନେ ସମାନଙ୍କେର ସଂଗୃହୀତ ଅଂଶ ପାଉଥିଲେ। ଏହା ସମାନଙ୍କେର ଦାଯିତ୍ବ ଓ ସମାନଙ୍କେର ଦଳାନୁୟାଯୀ ନିରୂପଣ କରାଯାଉଥିଲା।