ଗଣନା ପୁସ୍ତକ 4:41 · ଓଡ଼ିଆ ବାଇବେଲ
ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗ ରେ ଗଣ୍ଯ ହେଲେ ଓ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
Cross references
ଗଣନା ପୁସ୍ତକ 3:16
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।
ଗଣନା ପୁସ୍ତକ 4:49
ମାଶାଙ୍କେୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ସେ ସମାନଙ୍କେର ସବୋ ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ଯ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାଙ୍କେ ଦ୍ବାରା ଏହା କରାଗଲା।