ଗଣନା ପୁସ୍ତକ 4:28 · ଓଡ଼ିଆ ବାଇବେଲ
ସମାଗମ ତମ୍ବୁ ରେ ଗେର୍ଶୋନୀଯ ପରିବାରବର୍ଗ ଏହି ସବୋ ଦାଆୟାଏ। ଇଥାମର ଯାଜକ ହାରୋଣଙ୍କ ପୁତ୍ର ସମାନଙ୍କେ ଉପରେ ପର୍ୟ୍ଯବେକ୍ଷଣ କରିବେ।
Cross references
ଯାତ୍ରା ପୁସ୍ତକ 38:21
ମାଶାେ ଲବେୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁ ରେ ବ୍ଯବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାଯିତ୍ବ ନଇେଥିଲେ ଯାଜକ ହାରୋଣର ପୁତ୍ର ଇଥାମ।
ଗଣନା ପୁସ୍ତକ 4:33
ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।
ଗଣନା ପୁସ୍ତକ 7:7
ଗେର୍ଶୋନୀଯ ସନ୍ତାନଗଣକୁ ସମାନଙ୍କେ ସବୋ ଅନୁସାରେ ସେ ଦୁଇ ଶଗଡ ଓ ଚାରି ଗୋରୁ ଦେଲେ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:5
ସବୋ ମଧ୍ଯ ଅନକେ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସବୋ କରୁ, ସହେି ପ୍ରଭୁ ଏକ ଅଟନ୍ତି।