Home Bibles ଗଣନା ପୁସ୍ତକ 4:26 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 4:26 · ଓଡ଼ିଆ ବାଇବେଲ

ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 27:9

ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

ଯାତ୍ରା ପୁସ୍ତକ 35:18

ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।

Interlinear

Choose Theme