Home Bibles ଗଣନା ପୁସ୍ତକ 36:13 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 36:13 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଯିରୀହାେ ନକଟସ୍ଥ ୟର୍ଦ୍ଦନ ସମୀପରେ ମାୟୋବ ପଦା ରେ ମାଶାଙ୍କେୁ ବ୍ଯବସ୍ଥା ଦେଲେ। ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦଇେଥିଲେ।

Cross references

ଲେବୀୟ ପୁସ୍ତକ 7:37

ହାମବେଳି, ଶସ୍ଯ ନବୈେଦ୍ଯ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦ ନି ଯୋଗର୍ଥକ ବିଷଯ ରେ ଏହିସବୁ ବ୍ଯବସ୍ଥା ଅଛି।

ଲେବୀୟ ପୁସ୍ତକ 11:46

ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷଯ ରେ ଏହି ବ୍ଯବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷଯ ରେ ମଧ୍ଯ ଏହି ବ୍ଯବସ୍ଥା ଅଟେ।

ଲେବୀୟ ପୁସ୍ତକ 13:59

ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।

ଲେବୀୟ ପୁସ୍ତକ 14:54

କୁଷ୍ଠ ରୋଗର ଯେକୌଣସି ଘା' ଓ ଛଉର ଏହିସବୁ ବ୍ଯବସ୍ଥା।

ଲେବୀୟ ପୁସ୍ତକ 15:32

ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।

ଲେବୀୟ ପୁସ୍ତକ 26:46

ଏହିସବୁ ବ୍ଯବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇଶ୍ରାୟେଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧିଅରେ ସ୍ଥାପିତ ହାଇେଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମାଶାଙ୍କେୁ ସୀନଯ ପର୍ବତ ରେ ଦଇେଥିଲେ ଓ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ତାହା ଦେଲେ।

ଲେବୀୟ ପୁସ୍ତକ 27:34

ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନଯ ପର୍ବତ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ଉଦ୍ଦେଶ୍ଯ ରେ ମାଶାଙ୍କେୁ ପ୍ରଦାନ କରିଥିଲେ।

ଗଣନା ପୁସ୍ତକ 22:1

ତା'ପରେ ଇଶ୍ରାୟେଲର ଲୋକମାନେ ମାୟୋବର ୟର୍ବ୍ଦନର ସମତଳ ଭୂମିକୁ ୟାତ୍ରା କଲେ। ସମାନେେ ୟର୍ବ୍ଦନ ନିକଟସ୍ଥ ଯିରୀହାଠାେ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 26:3

ମାଶାେ ଓ ଇଲିଯାସର ଯାଜକ ଯିରିହାରେ ନିକଟସ୍ଥିତ ୟର୍ଦ୍ଦନ ସମୀପର ଇଶ୍ରାୟେଲର ଲୋକମାନଙ୍କୁ ମାଯାେବ ପଦା ରେ ଏହା କହିଲେ।

ଗଣନା ପୁସ୍ତକ 33:50

ଯିରୀହାେସ୍ଥିତ ୟର୍ଦ୍ଦନ ସପୋରି ରେ ମାୟୋବ ପଦା ରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 35:1

ଅନନ୍ତର ସଦାପ୍ରଭୁ ମାଯାେବ ପଦା ରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ ନଦୀ ଆରପାରି ରେ ମାଶାଙ୍କେୁ କହିଲେ,

Interlinear

Choose Theme