Home Bibles ☰ Books ଗଣନା ପୁସ୍ତକ 36:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 36:1 · ଓଡ଼ିଆ ବାଇବେଲ

ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ।

Cross references

ଗଣନା ପୁସ୍ତକ 26:29

ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ।

ଗଣନା ପୁସ୍ତକ 27:1

ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।

ଗଣନା ପୁସ୍ତକ 27:2

ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,

ଗଣନା ପୁସ୍ତକ 27:7

ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।

ଯିହୋଶୂୟ 17:2

ଏହି ଭୂମି ମଧ୍ଯ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀଯଷେର ସନ୍ତାନଗଣ, ହେଲକ ସନ୍ତାନଗଣ, ଅସ୍ତ୍ରୀଯଲେ ସନ୍ତାନଗଣ, ଶେଖମ ସନ୍ତାନଗଣ, ହଫରେ ସନ୍ତାନଗଣ ଓ ଶମୀଦା ସନ୍ତାନଗଣମାନେ ବାଣ୍ଟି ନେଲେ। ଏମାନେ ସମାନଙ୍କେର ନିଜ ନିଜ ବଂଶାନକ୍ସ୍ଟସା ରେ ଯୋଷଫେର ପକ୍ସ୍ଟତ୍ର ମନଃଶିର ପକ୍ସ୍ଟତ୍ର ସନ୍ତାନମାନେ ଥିଲେ।

ପ୍ରଥମ ବଂଶାବଳୀ 7:14

ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ।

Interlinear

Choose Theme