Home Bibles ଗଣନା ପୁସ୍ତକ 33:49 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 33:49 · ଓଡ଼ିଆ ବାଇବେଲ

ସମାନେେ ୟର୍ଦ୍ଦନ ପାଶର୍‌ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

Cross references

ଯାତ୍ରା ପୁସ୍ତକ 25:5

ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।

ଯାତ୍ରା ପୁସ୍ତକ 25:10

ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଯାତ୍ରା ପୁସ୍ତକ 25:23

ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

ଗଣନା ପୁସ୍ତକ 25:1

ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।

ଯିହୋଶୂୟ 2:1

ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।

ଯିହୋଶୂୟ 13:20

ବୈଥ୍ପିଯୋର, ଅସଦୋତ୍, ପିସ୍ଗା, ବୈଥ୍ୟିଶିମାେତ୍ ତହିଁର ଏହି ସମସ୍ତ ନଗର।

ଯିହିଜିକଲ 25:9

ମୁଁ ମାୟୋବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମାୟୋବ ମହିମା ସ୍ବରୂପ ଯଥା : ବୈତ୍-ୟିଶୀମାେତ୍, ବାଲ-ମିଯୋନ ନଗରଗୁଡ଼ିକୁ ନଇୟିବେି।

Interlinear

Choose Theme