ଗଣନା ପୁସ୍ତକ 33:35 · ଓଡ଼ିଆ ବାଇବେଲ
ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।
Cross references
ଗଣନା ପୁସ୍ତକ 14:25
ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।
ଦିତୀୟ ବିବରଣ 2:8
ତେଣୁ ଆମ୍ଭମାନେେ ଆମ୍ଭର ଭାତୃଗଣ ସଯେୀର ନିବାସୀ ଏଷୌମାନଙ୍କ ପାଖଦଇେ ଗଲକ୍ସ୍ଟ, ସଠାେରକ୍ସ୍ଟ ଏଲତ୍ ଓ ଇତସିୟୋନ-ଗବରେ ପଦାଭୂମିରେ ପଥଠାରକ୍ସ୍ଟ ୟାତ୍ରାକରି ସଠାେରକ୍ସ୍ଟ ଆମ୍ଭେ ଫରେି ମାୟୋବ ପ୍ରାନ୍ତର ପଥଦଇେ ୟାତ୍ରା କଲକ୍ସ୍ଟ।
ପ୍ରଥମ ରାଜାବଳୀ 9:26
ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।
ପ୍ରଥମ ରାଜାବଳୀ 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।
ଦିତୀୟ ବଂଶାବଳୀ 20:36
ଯିହାଶାଫେଟ୍ ଅହସିଯଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସମାନେେ ଇତ୍ସିୟୋନ-ଗବେର୍ ସହର ରେ ଜାହାଜ ନିର୍ମାଣ କଲେ।