Home Bibles ଗଣନା ପୁସ୍ତକ 32:31 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:31 · ଓଡ଼ିଆ ବାଇବେଲ

ତହୁଁ ଗାଦ ସନ୍ତାନଗଣ ଓ ରୁବନେ ସନ୍ତାନଗଣ ଉତ୍ତର ଦଇେ କହିଲେ, ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା ଆଜ୍ଞା ଦଇେଛନ୍ତି ତଦନୁସା ରେ ଆମ୍ଭମାନେେ କର୍ମ କରିବୁ।

Cross references

ଦିତୀୟ ବିବରଣ 33:6

ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।

ଯିହୋଶୂୟ 1:16

ତା'ପରେ ଯିହାଶୂେୟଙ୍କକ୍ସ୍ଟ ଉତ୍ତର ଦଇେ ଲୋକମାନେ କହିଲେ, ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଆଦେଶ ଦଇେଅଛ, ଆମ୍ଭେ ତାହା ପାଳନ କରିବକ୍ସ୍ଟ। ଆପଣା ଯେଉଁଠାକକ୍ସ୍ଟ କହିବେ, ଆମ୍ଭେ ୟିବକ୍ସ୍ଟ।

Interlinear

Choose Theme