Home Bibles ଗଣନା ପୁସ୍ତକ 32:18 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:18 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ ପ୍ରେତ୍ୟକକ ସମାନଙ୍କେର ଭୂମି ନ ପାଇବା ପର୍ୟ୍ଯନ୍ତ, ଆମ୍ଭମାନେେ ଆମ୍ଭେ ନିଜ ଘରକୁ ଫରେିଯାଉ ନାହିଁ।

Cross references

ଦିତୀୟ ବିବରଣ 3:20

କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଇଶ୍ରାୟେଲୀୟ ଭାତୃଗଣମାନଙ୍କୁ ସାହାୟ୍ଯ କର। ଯେ ପର୍ୟ୍ଯନ୍ତ ସମାନେେ ସଦାପ୍ରଭୁଙ୍କ ଦତ୍ତ ୟର୍ଦ୍ଦନ ସପୋରିସ୍ଥ ଭୂମିରେ ବାସ କରନ୍ତି। ସମାନେେ ତୁମ୍ଭମାନଙ୍କ ପରି ଭୂମି ପାଇବା ପ୍ରର୍ୟ୍ଯନ୍ତ, ସମାନଙ୍କେୁ ସାହାୟ୍ଯ କର। ଏହାପରେ ତୁମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦିଆୟାଇଥିବା ଏହି ନିଜ ନିଜ ଦେଶକକ୍ସ୍ଟ ଫରେିୟିବ।'

ଯିହୋଶୂୟ 22:1

ଏହାପରେ ଯିହାଶୂେୟ ରୂବନ୍େ ଗାଦ୍ ଓ ମନଃଶି ଅର୍ଦ୍ଧକେ ପରିବାରବର୍ଗମାନଙ୍କୁ ନଇେ ଏକ ସଭା ଡାକିଲେ।

ଯିହୋଶୂୟ 22:4

ଆପଣମାନଙ୍କର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲବାସୀଙ୍କକ୍ସ୍ଟ ଶାନ୍ତି ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ରକ୍ଷା କରିଛନ୍ତି। ତେଣୁ ତୁମ୍ଭମାନେେ ବର୍ତ୍ତମାନ ସ୍ବଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିପାରିବ। ସଦାପ୍ରଭୁଙ୍କର ସବେକ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ପାଶର୍‌ବ ରେ ତୁମ୍ଭମାନଙ୍କୁ ଭୂମି ଦଇେଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ସଠାେକକ୍ସ୍ଟ ତୁମ୍ଭମାନଙ୍କର ସ୍ବଗୃହକକ୍ସ୍ଟ ୟାଇପାର।

Interlinear

Choose Theme