ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦ ରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗର ରେ ବାସ କରିବେ, ଆଉ ଆମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କୁ ସମାନଙ୍କେ ସ୍ଥାନକୁ ନ ଆଣିବା ପର୍ୟ୍ଯନ୍ତ ସସଜ୍ଜ ହାଇେ ସମାନଙ୍କେ ଆଗେ ଆଗେ ଗମନ କରିବୁ।
Cross references
ପୁଣି ମାଶାେ ସମାନଙ୍କେୁ କହିଲେ, ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍।
ସହେି ସମୟରେ ମୁ ସହେି ଗୋଷ୍ଠୀଯମାନଙ୍କୁ ନିର୍ଦ୍ଦେଶ ଦଇେ କହିଲି: 'ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ୟର୍ଦ୍ଦନ କୂଳସ୍ଥ ଦେଶ ଦଇେଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ବୀର ଗୋଷ୍ଠୀଯମାନେ ସୂସଜ୍ଜ ହାଇେ ତୁମ୍ଭମାନଙ୍କ ଭାଇମାନଙ୍କର ଇଶ୍ରାୟେଲ-ସନ୍ତାନମାନଙ୍କ ସମ୍ମିଖ ରେ ପାର ହାଇଯେିବେ।
ରୂବନ୍େ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ, ଗାଦ ଗୋଷ୍ଠୀର ମନକ୍ସ୍ଟଷ୍ଯମାନେ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ, ୟକ୍ସ୍ଟଦ୍ଧାସ୍ତ୍ର ରେ ସଜ୍ଜିତ ଓ ୟକ୍ସ୍ଟଦ୍ଧ ପାଇଁ ହାଇେ ଇଶ୍ରାୟେଲୀୟମାନଙ୍କ ଆଗ ରେ ନଦୀ ପାର ହାଇଗେଲେ, ଠିକ୍ ମାଶାେ ଯେପରି ସମାନଙ୍କେୁ କହିଲେ ।