ସହେିସବୁ ଜିନିଷକୁ ସମାନ ଭାବରେ ସୈନ୍ଯମାନଙ୍କ ମଧିଅରେ ଓ ସମସ୍ତ ମଣ୍ତଳି ମଧିଅରେ ବାଣ୍ଟି ଦିଅ।
Cross references
ସେ କହିଲେ, ତୁମ୍ଭମାନେେ, ତୁମ୍ଭମାନଙ୍କର ବହକ୍ସ୍ଟତ ଧନ ସଐଦ ଓ ପଶକ୍ସ୍ଟଗଣ ସହିତ ଘରକକ୍ସ୍ଟ ୟାଅ। ତୁମ୍ଭମାନଙ୍କର ବହକ୍ସ୍ଟତ ଦାମି ସକ୍ସ୍ଟନାରୂପା ଅଳଙ୍କାର ଇତ୍ଯାଦି ଅଛି। ତୁମ୍ଭମାନଙ୍କର ବହକ୍ସ୍ଟତ ସକ୍ସ୍ଟନ୍ଦର ପୋଷାକ ମଧ୍ଯ ଅଛି। ଯେଉଁଗକ୍ସ୍ଟଡାକ କି ତୁମ୍ଭମାନେେ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ଛଡାଇ ଆଣିଲେ। ଗୃହକକ୍ସ୍ଟ ଫରେିୟାଅ ଏବଂ ସଗେକ୍ସ୍ଟଡିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧିଅରେ ବାଣ୍ଟି ଦିଅ।
ଦାଉଦ ଏବଂ ତାଙ୍କର ଅନ୍ୟ ଯେଉଁ ଲୋକମାନେ ତାଙ୍କର ସୈନିକ ଥିଲେ, ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ। ସମାନେେ ଏତେ କାନ୍ଦିଲେ ଯେ, ଆଉ କାନ୍ଦିବାକକ୍ସ୍ଟ ଦୁର୍ବଳ ହାଇେ ପଡିଲେ।
ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।
ବଳଶାଳୀ ରାଜାମାନଙ୍କର ସୈନ୍ଯମାନେ ଏଣତେଣେେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ଯମାନଙ୍କର ଅତ୍ଯାଚାର ସହିଲେ।
ଘରେ ରହୁଥିବା ଲୋକମାନେ ମଧ୍ଯ ଧନ ଭାଗ ପାଇବେ। ସମାନେେ ରେ ୗପ୍ୟ ମଣ୍ଡିତ କପୋତର ଡ଼ଣୋ ପାଇବେ। ସମାନେେ ସୁବର୍ଣ୍ଣରେ ଝଲମଲ କରୁଥିବା ଡ଼ଣୋ ପାଇବେ।