ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।
Cross references
ସହେିସବୁ ଜିନିଷକୁ ସମାନ ଭାବରେ ସୈନ୍ଯମାନଙ୍କ ମଧିଅରେ ଓ ସମସ୍ତ ମଣ୍ତଳି ମଧିଅରେ ବାଣ୍ଟି ଦିଅ।
ସେ କହିଲେ, ତୁମ୍ଭମାନେେ, ତୁମ୍ଭମାନଙ୍କର ବହକ୍ସ୍ଟତ ଧନ ସଐଦ ଓ ପଶକ୍ସ୍ଟଗଣ ସହିତ ଘରକକ୍ସ୍ଟ ୟାଅ। ତୁମ୍ଭମାନଙ୍କର ବହକ୍ସ୍ଟତ ଦାମି ସକ୍ସ୍ଟନାରୂପା ଅଳଙ୍କାର ଇତ୍ଯାଦି ଅଛି। ତୁମ୍ଭମାନଙ୍କର ବହକ୍ସ୍ଟତ ସକ୍ସ୍ଟନ୍ଦର ପୋଷାକ ମଧ୍ଯ ଅଛି। ଯେଉଁଗକ୍ସ୍ଟଡାକ କି ତୁମ୍ଭମାନେେ ତକ୍ସ୍ଟମ୍ଭ ଶତୃମାନଙ୍କଠାରକ୍ସ୍ଟ ଛଡାଇ ଆଣିଲେ। ଗୃହକକ୍ସ୍ଟ ଫରେିୟାଅ ଏବଂ ସଗେକ୍ସ୍ଟଡିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧିଅରେ ବାଣ୍ଟି ଦିଅ।
ଦାଉଦଙ୍କ ସହିତ ବହକ୍ସ୍ଟତ ଲୋକ ଥିଲେ ଯେଉଁମାନେ ବିପଦ ରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନ ରେ ଶାନ୍ତି ପାଇନାହିଁନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥି ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲ।
ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ନିଜ ନିଜର ଖଡ୍ଗ ବାନ୍ଧ, ତେଣୁ ସମାନେେ ନିଜ ନିଜର ଖଡ୍ଗ ବାନ୍ଧିଲେ, ଦାଉଦ ମଧ୍ଯ ନିଜର ଖଡ୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖ ରେ ରହିଲେ।
ବଳଶାଳୀ ରାଜାମାନଙ୍କର ସୈନ୍ଯମାନେ ଏଣତେଣେେ ଦୌଡ଼ି ପଳାଇଲେ। ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ଯମାନଙ୍କର ଅତ୍ଯାଚାର ସହିଲେ।