ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।
Cross references
ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।
ଅବ୍ରହାମ ପୁନ୍ନରାଯ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା।
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।
ଇଶ୍ମାଯଲରେ ଆଯୁ 137 ବର୍ଷ ବଞ୍ଚିଲେ। ଏହାପରେ ସେ ପ୍ରାଣ ତ୍ଯାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ।
ସଠାେରେ ଜଣେ ମିଦିଯନୀଯ ଯାଜକ ଥିଲେ, ଯାହାଙ୍କର ସାତାଟେି କନ୍ଯା ଥିଲେ। ସହେି କନ୍ଯାମାନେ ସହେି କୂପ ନିକଟକୁ ତାଙ୍କର ପିତାଙ୍କର ମଷେପଲ ପାଇଁ ପାଣି ନବୋକୁ ଆସିଥିଲେ। ସମାନେେ ପାଣି କାଢ଼ି ସହେି କୁଣ୍ଡଟିକୁ ପୁର୍ଣ୍ଣ କରିବାକୁ ଲାଗିଲେ।
ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।
ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢିନବୋ ଉଚିତ୍ ଓ ତା'ର ପୁତ୍ର ଇଲିଯାସରକୁ ସଗେୁଡିକ ପିନ୍ଧାଇ ଦବୋ ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ୟିବ।
ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ଜଣେ ମାଶାଙ୍କେର ସମ୍ମୁଖ ରେ ଓ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତ ରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିଯମୀଯା ସ୍ତ୍ରୀ କି ଆଣିଲା। ସେତବେେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ବିଳାପ କରୁଥିଲେ।
ଇଶ୍ରାୟେଲର ଯେଉଁ ପୁରୁଷ ମିଦିଯନୀଯ ସ୍ତ୍ରୀ ସହିତ ନିହିତ ହାଇେଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂଶିମିଯୋନ ପରିବାରବର୍ଗର ନତେୃବର୍ଗ ଥିଲେ।
ମିଦିଯନୀଯ ଲୋକମାନେ ତୁମ୍ଭର ଶତୃ ତୁମ୍ଭେ ସମାନଙ୍କେୁ ବଧ କର।
ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ଯ ତୁମ୍ଭେ ମଧ୍ଯ ତୁମ୍ଭ ପୁର୍ବପୁରୁଷଗଣ ନିକଟକୁ ୟିବ।
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।
ଏଣୁ ମୁ ଏହି ଦେଶ ରେ ମରିବି। ମୁ ୟର୍ଦ୍ଦନ ପାର ହାଇେ ୟିବି ନାହିଁ। ମାତ୍ର ତୁମ୍ଭମାନେେ ୟିବ ଓ ସହେି ଉତ୍ତମ ଦେଶ ଅଧିକାର କରିବ।
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'
ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।
ଯେତବେେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଦେଖିଲେ ସମାନେେ ତାଙ୍କର ଦବେତାର ପ୍ରଶଂସା ଗାନ କଲେ। ସମାନେେ କହିଲେ, ଆମ୍ଭମାନଙ୍କ ଦବେତା ଆମ୍ଭମାନଙ୍କୁ ଆମ୍ଭର ଶତୃକକ୍ସ୍ଟ ଅକ୍ତିଆର କରିବା ରେ ସାହାୟ୍ଯ କଲେ। ଏହି ଲୋକ ଆମ୍ଭର ଦେଶକକ୍ସ୍ଟ ଧ୍ବଂସ କରିଥିଲା। ଏହି ଲୋକ ଆମ୍ଭର ଅନକେ ଲୋକମାନଙ୍କୁ ହତ୍ଯା କରିଥିଲା।
ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାୟେଲ ବଳଦାତା କୁହନ୍ତି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି, ମୁଁ ମାରେ ଶତ୍ରୁମାନଙ୍କୁ ଶାସ୍ତି ଦବେି।
ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।
ପରମେଶ୍ବର କେତବେେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦବେେ, ସହେି ସମୟ ବିଷୟ ରେ ଭବିଷ୍ଯଦ୍ବକ୍ତାମାନେ ଅନକେ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସହେି ସମୟ ବିଷୟ ରେ କହୁଛି, ଯେତବେେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।
ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।
ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।
ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ବରଙ୍କ ସବେକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦବୋ କ୍ଷମତା ଅଛି, ସେ ସହେି କ୍ଷମତାର ପ୍ରଯୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦବେେ।
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।
ଆମ୍ଭେ ଜାଣୁ ଯେ, ପରମେଶ୍ବର କହିଥିଲେ : ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦବେି, ମୁଁ ତାହାଙ୍କୁ ପ୍ରତିଦାନ ଦବେି।318 ପରମେଶ୍ବର ଆହୁରି ମଧ୍ଯ କହିଥିଲେ : ପ୍ରଭୁ ତାହାଙ୍କ ଲୋକଙ୍କର ବିଚାର କରିବେ। 319
ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?
ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।