Home Bibles ☰ Books ଗଣନା ପୁସ୍ତକ 3:1 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 3:1 · ଓଡ଼ିଆ ବାଇବେଲ

ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।

Cross references

ଆଦି ପୁସ୍ତକ 2:4

ଏହା ହେଲା ପୃଥିବୀ ଓ ଆକାଶର ଇତିହାସ। ଯେଉଁ ସମୟରେ ପରମେଶ୍ବର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସହେି ସମୟର ଇତିହାସ।

ଆଦି ପୁସ୍ତକ 5:1

ଏହା ହେଉଛି ଆଦମଙ୍କର ବଂଶାବଳୀର ଇତିହାସ। ପରମେଶ୍ବର ତାଙ୍କ ସାଦୃଶ୍ଯ ରେ ମନୁଷ୍ଯକୁ ସୃଷ୍ଟି କଲେ।

ଆଦି ପୁସ୍ତକ 10:1

ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।

ଯାତ୍ରା ପୁସ୍ତକ 6:16

ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଯାତ୍ରା ପୁସ୍ତକ 6:20

ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।

ଯାତ୍ରା ପୁସ୍ତକ 6:27

ଏମାନେ ମିଶରରୁ ଇଶ୍ରାୟେଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସହେି ହାରୋଣ ଓ ମାଶାେ।

ଲେବୀୟ ପୁସ୍ତକ 25:1

ଅନନ୍ତର ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେୁ କହିଲେ,

ଲେବୀୟ ପୁସ୍ତକ 27:34

ଏ ସମସ୍ତ ଆଜ୍ଞା ଯାହାକୁ ସଦାପ୍ରଭୁ ସୀନଯ ପର୍ବତ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ଉଦ୍ଦେଶ୍ଯ ରେ ମାଶାଙ୍କେୁ ପ୍ରଦାନ କରିଥିଲେ।

ମାଥିଉଲିଖିତ ସୁସମାଚାର 1:1

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

Interlinear

Choose Theme