Home Bibles ଗଣନା ପୁସ୍ତକ 27:20 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 27:20 · ଓଡ଼ିଆ ବାଇବେଲ

ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇଶ୍ରାୟେଲର ଲୋକମାନେ ତାଙ୍କୁ ମାନିବେ।

Cross references

ଗଣନା ପୁସ୍ତକ 11:17

ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।

ଗଣନା ପୁସ୍ତକ 11:28

ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।

ଯିହୋଶୂୟ 1:16

ତା'ପରେ ଯିହାଶୂେୟଙ୍କକ୍ସ୍ଟ ଉତ୍ତର ଦଇେ ଲୋକମାନେ କହିଲେ, ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଆଦେଶ ଦଇେଅଛ, ଆମ୍ଭେ ତାହା ପାଳନ କରିବକ୍ସ୍ଟ। ଆପଣା ଯେଉଁଠାକକ୍ସ୍ଟ କହିବେ, ଆମ୍ଭେ ୟିବକ୍ସ୍ଟ।

ଯିହୋଶୂୟ 1:17

ଆମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ମାନିବକ୍ସ୍ଟ, ଯେପରି ଆମ୍ଭେ ମାଶାଙ୍କେକ୍ସ୍ଟ ମାନିଥିଲକ୍ସ୍ଟ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସହିତ ରକ୍ସ୍ଟହନ୍ତକ୍ସ୍ଟ ଯେପରି ମାଶାଙ୍କେ ସହିତ ଥିଲେ।

ପ୍ରଥମ ଶାମୁୟେଲ 10:6

ସଦାପ୍ରଭୁଙ୍କର ଆତ୍ମା ତକ୍ସ୍ଟମ୍ଭ ନିକଟକକ୍ସ୍ଟ ବିରାଟ ଶକ୍ତି ରେ ଆସିବା ଏବଂ ତୁମ୍ଭେ ସମାନଙ୍କେ ସହିତ ଭବିଷ୍ଯତବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ଯକ୍ତି ହାଇଯେିବ।

ପ୍ରଥମ ଶାମୁୟେଲ 10:9

ଏହାପରେ ସେ ଶାମକ୍ସ୍ଟଯଲେ ଛାଡିୟିବା ପାଇଁ ପିଠି ଫରୋନ୍ତେ ପରମେଶ୍ବର ତାଙ୍କର ହୃଦଯ ପରବର୍ତ୍ତନ କରି ଦେଲେ ଓ ସହେିଦିନ ସେ ସମସ୍ତ ଚିହ୍ନ ଘଟିଲା।

ଦିତୀୟ ରାଜାବଳୀ 2:9

ନଦୀ ପାରି ହେଲାପରେ ଏଲିଯ ଇଲୀଶାୟଙ୍କୁ କହିଲେ, ପରମେଶ୍ବର ମାେତେ ତୁମ୍ଭଠାରୁ ନବୋ ପୂର୍ବରୁ, ମାଠାରୁେ ତୁମ୍ଭେ କ'ଣ ଗ୍ଭହୁଁଛ ମାଗ।

ଦିତୀୟ ରାଜାବଳୀ 2:15

ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

ପ୍ରଥମ ବଂଶାବଳୀ 29:23

ଏହାପରେ ଶଲୋମନ ସଦାପ୍ରଭୁଙ୍କ ସିଂହାସନ ରେ ରାଜାରୂପେ ବସିଲେ। ଶଲୋମନ ତାଙ୍କ ପିତାଙ୍କ ସ୍ଥାନ ନେଲେ। ଶଲୋମନ ଅତ୍ଯନ୍ତ ସଫଳ ହେଲେ। ଇଶ୍ରାୟେଲର ସମସ୍ତ ଲୋକ ଶଲୋମନଙ୍କର ବାଧ୍ଯ ହେଲେ।

ପ୍ରଥମ ବଂଶାବଳୀ 29:25

ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ୍ କଲେ। ଇଶ୍ରାୟେଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ୍ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇଶ୍ରାୟେଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।

Interlinear

Choose Theme