Home Bibles ପ୍ରଥମ ଶାମୁୟେଲ 10:9 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 10:9 · ଓଡ଼ିଆ ବାଇବେଲ

ଏହାପରେ ସେ ଶାମକ୍ସ୍ଟଯଲେ ଛାଡିୟିବା ପାଇଁ ପିଠି ଫରୋନ୍ତେ ପରମେଶ୍ବର ତାଙ୍କର ହୃଦଯ ପରବର୍ତ୍ତନ କରି ଦେଲେ ଓ ସହେିଦିନ ସେ ସମସ୍ତ ଚିହ୍ନ ଘଟିଲା।

Cross references

ବିଚାରକର୍ତାମାନଙ୍କ ବିବରଣ 6:21

ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।

ବିଚାରକର୍ତାମାନଙ୍କ ବିବରଣ 6:36

ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଆପଣ କହିଥିଲେ, ଆପଣଙ୍କ ବାକ୍ଯାନକ୍ସ୍ଟସା ରେ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ। ଏହାର ସତ୍ଯତା ଦଖାେଅ।

ବିଚାରକର୍ତାମାନଙ୍କ ବିବରଣ 7:11

ମିଦିଯନୀଯମାନଙ୍କର ଛାଉଣୀକକ୍ସ୍ଟ ୟାଅ। ସମାନଙ୍କେର କଥାସବୁ ଶକ୍ସ୍ଟଣ। ତବେେ ସମାନଙ୍କେୁ ଆକ୍ରମଣ କରିବାକୁ ତୁମ୍ଭମାନେେ ଭୟ କରିବ ନାହିଁ।

ପ୍ରଥମ ଶାମୁୟେଲ 10:2

ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।'

ଯିଶାଇୟ 38:7

ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ ତୁମ୍ଭକୁ ତାଙ୍କଠାରୁ ଏହି ଚିହ୍ନ ହବେ।

ଯିହିଜିକଲ 36:26

ପରମେଶ୍ବର କହିଲେ, ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।

ମାର୍କଲିଖିତ ସୁସମାଚାର 14:16

ତା'ପରେ ଶିଷ୍ଯମାନେ ସଠାରୁେ ନଗରକୁ ଚାଲିଗଲେ। ଯୀଶୁ ସମାନଙ୍କେୁ ଯାହା କହିଥିଲେ, ସବୁକଥା ସହେିପରି ଘଟିଲା। ସଠାେରେ ସମାନେେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

Interlinear

Choose Theme