ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।'
Cross references
ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହାଇେ ନିଜର ଭୂମି ବିକ୍ରଯ କରେ ତବେେ ତାହାର ମୁକ୍ତିକର୍ତ୍ତା ନିକଟ ସଂପର୍କୀଯ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରିନବେ।
ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରିପାରିବ। ଆଉ ତା'ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରିପାରିବ କିମ୍ବା ତାହାର ସ୍ବହସ୍ତ ରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ଯ ମୁକ୍ତ କରିପାରିବ।
ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ଏହି ସବୁ ବିଚାର ବିଧି ଚିରସ୍ଥାଯୀ ହବେ।
ବୋୟଜ ସମାନଙ୍କେର ରକ୍ଷାକର୍ତ୍ତାକକ୍ସ୍ଟ କହିଲା, ନୟମୀ ପର୍ବତମଯ ଦେଶ ମାୟୋବରକ୍ସ୍ଟ ଫରେିଅଛି। ଏବଂ ସେ ତା'ର ଭୂମିକକ୍ସ୍ଟ ବିକ୍ରି କରିବାର ଥିଲା, ଯାହାକି ଏଲିମଲକରେ ଥିଲା ।
ଦାଉଦ ସହେିଦିନଠାରକ୍ସ୍ଟ ଏହି ନିଯମ ପ୍ରଚଳନ କଲେ। ଯାହା ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ରେ ଚଳକ୍ସ୍ଟଅଛି।
ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'