ଗଣନା ପୁସ୍ତକ 26:35 · ଓଡ଼ିଆ ବାଇବେଲ
ଇଫ୍ରଯିମ ପରିବାରବର୍ଗର ଗୋଷ୍ଠୀଗୁଡିକ ହେଲେ: ଶୂଥଲହଠାରୁ ଶୂଥଲହୀଯ ଗୋଷ୍ଠୀ, ବେଖରଠାରୁ ବେଖ୍ରୀଯ ଗୋଷ୍ଠୀ, ତହନଠାରୁ ତହନୀଯ ଗୋଷ୍ଠୀ।
Cross references
ପ୍ରଥମ ବଂଶାବଳୀ 7:20
ଇଫ୍ରଯିମଙ୍କ ବଂଶଧରଗଣଙ୍କର ନାମ ଏହିପରି ଥିଲା। ଇଫ୍ରଯିମଙ୍କ ପୁତ୍ର ଥିଲେ ଶୁଥଲହେ। ଶୁଥଲହଙ୍କେର ପୁତ୍ର ଥିଲେ, ବରଦେ। ବରଦଙ୍କେର ପୁତ୍ର ଥିଲେ, ତହତ୍। ତହତ୍ଙ୍କର ପୁତ୍ର ଥିଲେ, ଇଲିଯାଦା।