Home Bibles ☰ Books ଗଣନା ପୁସ୍ତକ 26:34 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 26:34 · ଓଡ଼ିଆ ବାଇବେଲ

ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 52,700 ଥିଲେ।

Cross references

ଆଦି ପୁସ୍ତକ 48:16

ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।

ଗଣନା ପୁସ୍ତକ 1:34

ମନଃଶି ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 2:20

ଇଫ୍ରଯିମ ଗୋଷ୍ଠୀ ଛାଉଣୀର ପରେ ମନଃଶି ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲୀଯଲେ ମନଃଶି ଲୋକମାନଙ୍କର ଅଧିପତି ହବେ।

Interlinear

Choose Theme