Cross references
ଗଣନା ପୁସ୍ତକ 1:24
ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ଗଣନା ପୁସ୍ତକ 2:14
ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।