Home Bibles ☰ Books ଗଣନା ପୁସ୍ତକ 2:14 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 2:14 · ଓଡ଼ିଆ ବାଇବେଲ

ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।

Cross references

ଗଣନା ପୁସ୍ତକ 1:14

ଗାଦ ପରିବାରବର୍ଗର, ଦ୍ଯୁଯଲରେ ପୁତ୍ର ଇଲୀଯାସଫ।

ଗଣନା ପୁସ୍ତକ 7:42

ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା।

ଗଣନା ପୁସ୍ତକ 7:47

ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

ଗଣନା ପୁସ୍ତକ 10:20

ତା'ପରେ ଗାଦର ଗୋଷ୍ଠୀ ଆସିଲେ ଓ ଦ୍ଯୁଯଲରେ ପୁତ୍ର ଇଲୀଯାସଫ୍ ସମାନଙ୍କେର ଅଧିନାଯକ ଥିଲେ।

Interlinear

Choose Theme