Cross references
ଗଣନା ପୁସ୍ତକ 23:7
ତହୁଁ ବିଲିଯମ କହିଲେ,
ଗଣନା ପୁସ୍ତକ 23:18
ତା'ପରେ ବିଲିଯମ କହିଲେ,
ଗଣନା ପୁସ୍ତକ 24:3
ଆଉ ବିଲିଯମ କହିଲା,
ଆୟୁବ ପୁସ୍ତକ 27:1
ତା'ପରେ ଆୟୁବ ତା'ର କାହାଣୀ ବର୍ଣ୍ଣନା କରି କହିଲା,
ମାଥିଉଲିଖିତ ସୁସମାଚାର 13:35
ପରମେଶ୍ବର ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଏହା ହେଉଥିଲା। ପରମେଶ୍ବର କହିଥିଲେ: ମୁଁ କାହାଣୀ ଦ୍ବାରା କଥା କହିବି। ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହାଇେ ରହିଛି, ସଗେୁଡିକ ମୁଁ ପ୍ରକାଶ କରିବି।ଗୀତସଂହିତା 78:2