'ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମାେ ବିଷଯ ରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହାଇେଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚଯ ପ୍ରତିଫଳ କରିବି। ସମାନେେ ଏଠା ରେ ନଷ୍ଟ ହବେେ ଓ ଏହି ସ୍ଥାନ ରେ ସମାନେେ ମରିବେ।'
Cross references
ସ୍ବର୍ଗଦୂତଙ୍କ କଥା ତୁମ୍ଭମାନେେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରମ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବନୋହିଁ। ମାରେ ଶକ୍ତି ତାଙ୍କଠା ରେ ନିହିତ ଅଛି।
ମାେ ବିରୁଦ୍ଧ ରେ ଅଭିଯୋଗ କରାଯାଉଛି, ମୁଁ କେତକୋଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇଶ୍ରାୟେଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି।
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।
ସଦାପ୍ରଭୁ ସମାନଙ୍କେୁ ଉର୍ବର ଓ ଦକ୍ସ୍ଟଗ୍ଧ ମଧକ୍ସ୍ଟ ପ୍ରବାହିତ ଦେଶ ନ ଦଖାଇବୋ ପାଇଁ ପ୍ରତିଜ୍ଞା କଲେ, ଯାହା ସେ ସମାନଙ୍କେର ପୂର୍ବପୁରୁଷଗଣଙ୍କଠା ରେ ଆମ୍ଭକକ୍ସ୍ଟ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ।ତେଣୁ ସମାନଙ୍କେର ପକ୍ସ୍ଟତ୍ରଗଣ ସମାନଙ୍କେର ମୃତକ୍ସ୍ଟ୍ଯପରେ ସମାନଙ୍କେର ଜାଗାଗକ୍ସ୍ଟଡିକ ନଇଗେଲେ।
ପରମେଶ୍ବର ସମାନଙ୍କେର ଦିନଗୁଡ଼ିକୁ ନିଶ୍ବାସ ପରି ଶୀଘ୍ର ସମାପ୍ତ କଲେ। ସେ ସମାନଙ୍କେର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
ପୁଣି ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଚାର କରିଥିଲି, ମୁଁ ତୁମ୍ଭମାନଙ୍କର ବିଚାର କରିବି।
କିନ୍ତୁ ସମାଙ୍କେ ଭିତରୁ ଅଧିକଙ୍କ ଉପରେ ପରମେଶ୍ବର ପ୍ରସନ୍ନ ନ ଥିଲେ। ସେଥିପାଇଁ ସମାନେେ ମରୁ ପ୍ରାନ୍ତର ରେ ମରିଗଲେ।
ସମାନଙ୍କେ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ବରୂପ। ସମସ୍ତ ପ୍ରାଚୀନ ଇତିହାସ ରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚତନୋ ଦବୋ ଉଦ୍ଦେଶ୍ଯ ରେ ଲଖାେ ଯାଇଛି।
ଅତଏବ ଆମ୍ଭେ ଦେଖୁଛୁ ଯେ, ସମାନେେ ନିଜ ଅବିଶ୍ବାସ ହତେୁ ସଠାେରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।