Home Bibles ଗଣନା ପୁସ୍ତକ 22:6 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 22:6 · ଓଡ଼ିଆ ବାଇବେଲ

ଏଣୁ ଆମ୍ଭେ ତୁମ୍ଭକୁ ଆସିବାକୁ ଓ ଆମ୍ଭ ତରଫରୁ ଏହିସବୁ ଲୋକମାନଙ୍କୁ ଅଭିଶାପ ଦବୋ ପାଇଁ ନିବଦନେ କରୁଅଛୁ। କାରଣ ସମାନେେ ଆମ୍ଭମାନଙ୍କଠାରୁ ବଳବାନ୍ ଅଛନ୍ତି। ତୁମ୍ଭ ସାହାୟ୍ଯ ଦ୍ବାରା ଆମ୍ଭେ ସମାନଙ୍କେୁ ଆମ୍ଭ ରାଜ୍ଯରୁ ବାହାର କରି ପାରିବୁ। ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସମାନେେ ଭାଗ୍ଯବାନ୍ ଏବଂ ତୁମ୍ଭେ ଯାହାକୁ ଶାପ ଦିଅ, ସେ ଶାପଗ୍ରସ୍ତ ହୁଏ।

Cross references

ଆଦି ପୁସ୍ତକ 12:3

ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।

ଆଦି ପୁସ୍ତକ 27:29

ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

ଗଣନା ପୁସ୍ତକ 22:12

କିନ୍ତୁ ପରମେଶ୍ବର ବିଲିଯମକୁ କହିଲେ, ତୁମ୍ଭେ ସମାନଙ୍କେ ସହିତ ୟିବା ଉଚିତ୍ ନୁହଁ, ତୁମ୍ଭେ ସହେି ଲୋକମାନଙ୍କୁ ଅଭିଶାପ ଦବୋ ଉଚିତ୍ ନୁହଁ। କାରଣ ଇଶ୍ରାୟେଲ ମାରେ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହାଇେଅଛି।

ଗଣନା ପୁସ୍ତକ 22:17

ତୁମ୍ଭେ ଯଦି ମାେତେ ସାହାୟ୍ଯ କର, ମୁଁ ତୁମ୍ଭକୁ ବହୁତ ଭଲ ଭାବରେ ପୁରସ୍କାର ଦବେି। ତୁମ୍ଭେ ମାେତେ ଯାହା କହିବ ତାହା ମୁଁ କରିବି, ଏଣୁ ପାର୍ଥନା କରି ମୁଁ ବିନଯ କରୁଅଛି, ମାେ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।

ଗଣନା ପୁସ୍ତକ 23:7

ତହୁଁ ବିଲିଯମ କହିଲେ,

ଗଣନା ପୁସ୍ତକ 23:13

ଏହାପରେ ବାଲାକ୍ କହିଲେ, ଦୟାକରି, ତୁମ୍ଭେ ମାେ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସମାନଙ୍କେୁ ଦେଖିପାରିବ। ତୁମ୍ଭେ କବଳେ ସମାନଙ୍କେୁ ଦେଖିବ ଯେଉଁ ମାନେ ଶଷେ ଭାଗ ରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖିପାରିବ ନାହିଁ। ସହେିଠାରୁ ମାେ ନିମନ୍ତେ ସମାନଙ୍କେୁ ଅଭିଶାପ ଦିଅ।

ଗଣନା ପୁସ୍ତକ 23:27

ତା'ପରେ ବାଲାକ୍ ବିଲିଯମକୁ କହିଲେ, ମୁଁ ବିନଯ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନଇେ ୟିବି। ଏହା ଏପରି ହାଇପୋ ରେ, ପରମେଶ୍ବର ଦୟାପୂର୍ବକ ହାଇେ ସେ ସ୍ଥାନ ରେ ତୁମ୍ଭକୁ ଶାପ ଦବୋକୁ ଅନୁମତି ଦଇେ ପାରନ୍ତି।

ଗଣନା ପୁସ୍ତକ 24:9

ଇଶ୍ରାୟେଲ ବସିପଡୁଛି ଓ ସିଂହତୁଲ୍ଯ ଶଯନ କରୁଛି। କିଏ ତାକୁ ଉଠାଇବାକୁ ଯାଉଛି, ଯେକହେି ବ୍ଯକ୍ତି ୟିଏ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ପ୍ରାପ୍ତ ହବେ। ଯେକହେି ବ୍ଯକ୍ତି ତୁମ୍ଭକୁ ଶାପ ଦିଅନ୍ତି, ସେ ଶାପଗ୍ରସ୍ତ ହବେ।

ଦିତୀୟ ବିବରଣ 23:4

କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

ଯିହୋଶୂୟ 24:9

ଏହାପରେ ସିପ୍ପୋରର ପକ୍ସ୍ଟତ୍ର ବାଲାକ୍ ଯେ କି ମାୟୋବର ରାଜା ଥିଲା ସେ ପ୍ରସ୍ତକ୍ସ୍ଟତ ହେଲା। ଇଶ୍ରାୟେଲଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତାଙ୍କର ରାଜା ବିଯୋର ପକ୍ସ୍ଟତ୍ର ବିଲିଯମକକ୍ସ୍ଟ ପଠାଇଲେ। ସେ ତୁମ୍ଭମାନଙ୍କୁ ଶାପ ଦବୋ ପାଇଁ ବିଲିଯମକକ୍ସ୍ଟ ପଠାଇଲେ।

ପ୍ରଥମ ଶାମୁୟେଲ 17:43

ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।

ପ୍ରଥମ ରାଜାବଳୀ 22:6

ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?

ପ୍ରଥମ ରାଜାବଳୀ 22:8

ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।

ପ୍ରଥମ ରାଜାବଳୀ 22:13

ଏହି ସମୟରେ ଆହାବ୍ଙ୍କ ଅଧିକାରୀ ମୀଖାଯଙ୍କ ନିକଟକୁ ୟାଇ କହିଲା, ସମସ୍ତ ଭବିଷ୍ଯଦ୍ବକ୍ତା ଏକ ମୁଖ ରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନଯ କରୁଛି ତୁମ୍ଭେ ସମାନଙ୍କେ ପରି ମଙ୍ଗଳ ବାକ୍ଯ ରାଜାଙ୍କ ସପକ୍ଷ ରେ କୁହ।

ନିହିମିୟା 13:2

କାରଣ ସମାନେେ ଅନ୍ନଜଳ ନଇେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଭଟେିଲେ ନାହିଁ। କିନ୍ତୁ ଇଶ୍ରାୟେଲୀୟମାନଙ୍କୁ ଅଭିଶାପ ଦବୋ ପାଇଁ ସମାନେେ ବିଲିଯମକୁ ପାଉଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ବର ସହେି ଅଭିଶାପକୁ ଆଶୀର୍ବାଦ ରେ ପରିଣତ କଲେ।

ଗୀତସଂହିତା 109:17

ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ। ସହେି ମନ୍ଦ, ସମାନଙ୍କେ ପାଇଁ ଘଟୁ। ସେ ଅନ୍ୟର ମଙ୍ଗଳ କରିଲେ ନାହିଁ। ତାଙ୍କଠାରୁ ମଙ୍ଗଳ ଦୂରଇଯୋଉ।

ଗୀତସଂହିତା 109:28

ସହେି ମନ୍ଦ ଲୋକମାନେ ମାେତେ ଅଭିଶାପ ଦିଅନ୍ତି। କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଶୀର୍ବାଦ କରିବ। ଯେତବେେଳେ ସମାନେେ ମାେ ବିରୁଦ୍ଧରେ ଆକ୍ରମଣ କରିବେ, ସମାନେେ ଅପମାନିତ ହବେେ। ଏହାପରେ ମୁଁ ତୁମ୍ଭର ଦାସ, ଖୁସି ହବେି।

ହିତୋପଦେଶ 26:2

ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ।

ଯିଶାଇୟ 47:12

ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।

ଯିହିଜିକଲ 13:6

ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:9

ସହେି ନଗର ରେ ଶିମାନେ ନାମକ ଜଣେ ଲୋକ ଥିଲା। ଫିଲିପ୍ପ ସଠାେକୁ ଆସିବା ପୂର୍ବରୁ ଶିମାନେ ଯାଦୁଖଳେ ଦଖାଇେ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦଇେଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:16

ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ୟିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ। ତା' ଦହେ ରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ବାରା ସେ ଭବିଷ୍ଯତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ଯତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।

Interlinear

Choose Theme