କିଣାନ ବଂଶୀଯ ରାଜା ଆରାଦ ଦକ୍ଷିଣ ପ୍ରଦେଶ ରେ ବାସ କରୁଥିବା ବେଳେ ଶୁଣିଲେ ଯେ ଇଶ୍ରାୟେଲର ଲୋକମାନେ ଅଥାରୀମର ପଥ ଦଇେ ଆସୁଛନ୍ତି। ତେଣୁ ସେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କଲେ ଓ ସମାନଙ୍କେ ମଧ୍ଯରୁ କେତକଙ୍କେୁ ବନ୍ଧୀ କଲେ।
Cross references
ତେଣୁ ସମାନେେ ସୀନ ମରୁଭୂମିରୁ ୟାତ୍ରାକରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ୟ୍ଯନ୍ତ ଦେଶ ଅନୁସନ୍ଧାନ କଲେ।
ସେତବେେଳେ ସହେି ପର୍ବତବାସୀ ଅମାଲକେୀଯ ଓ କିଣାନୀଯ ଲୋକମାନେ ଓହ୍ଲାଇ ଆସି ସମାନଙ୍କେୁ ଆକ୍ରମଣ କଲେ ଓ ସମାନଙ୍କେୁ ପରାସ୍ତକରି ହର୍ମା ପର୍ୟ୍ଯନ୍ତ ତଡି ଦେଲେ।
କିଣାନୀଯ ରାଜା ଆରାଦର ନଗେଭେ ରେ ଶୁଣିଲେ ଯେ, ଇଶ୍ରାୟେଲର ଲୋକମାନେ ଆସୁଥିଲେ।
ଏହାପରେ ରାଜା ସୀହାନେ ଏବଂ ତାଙ୍କର ସମସ୍ତ ଲୋକେ ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ୟହସ ନାମକ ସ୍ଥାନକକ୍ସ୍ଟ ବାହାରି ଆସିଲେ।
ଅଯର ଲୋକମାନେ ସମାନଙ୍କେର ପେଛ ଗୋଡଇେ ଗୋଡଇେ ଆଣି ଶବାରୀମ ପର୍ୟ୍ଯନ୍ତ ଆଣିଲେ।
କବଳେ ଗୋଟିଏ ନଗର ଇଶ୍ରାୟେଲ ସହିତ ଶାନ୍ତି ଚକ୍ସ୍ଟକ୍ତି କଲେ। ତାହା ଥିଲା ଗିବିଯୋନ ନିବାସୀ ହିଦ୍ଦୀଯ। ଅନ୍ୟ ସମସ୍ତ ସହର ୟକ୍ସ୍ଟଦ୍ଧ ରେ ଧ୍ବଂସପ୍ରାଲ୍ଗ ହେଲା।
ହର୍ମାର ରାଜା 1, ଅରାଦର ରାଜା 1
କିଣାନୀଯମାନେ ଖଜକ୍ସ୍ଟରୀପକ୍ସ୍ଟରସ୍ଥର ସହର ଯରେିକୋକକ୍ସ୍ଟ ପରିତ୍ଯାଗ କଲେ ଏବଂ ୟିହକ୍ସ୍ଟଦାର ଲୋକମାନଙ୍କ ସହିତ ୟିହକ୍ସ୍ଟଦାର ମରକ୍ସ୍ଟଅଞ୍ଚଳ ରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କନେୀଯ ଲୋକମାନେ ମାଶାଙ୍କେର ଶ୍ବଶକ୍ସ୍ଟର ଘର ପରିବାରରକ୍ସ୍ଟ ଥିଲେ।
ଆମ୍ଭର ପିତୃପୁରୁଷଙ୍କ ଖଡ୍ଗ ଦ୍ବାରା ଏ ରାଜ୍ଯ ମିଳି ନାହିଁ। ସମାନଙ୍କେର ବଳିଷ୍ଠ ବାହୁ ୟୁଗଳ ସମାନଙ୍କେୁ ବିଜଯୀ କରି ନାହିଁ। ଏହା କବଳେ ସମ୍ଭବ ହାଇେଛି, ତୁମ୍ଭେ ସମାନଙ୍କେ ସାଙ୍ଗରେ ଥିଲ। ହେ ପରମେଶ୍ବର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। କାରଣ ତୁମ୍ଭେ ସମାନଙ୍କେୁ ଭଲ ପାଉଥିଲ।