Home Bibles ଗଣନା ପୁସ୍ତକ 20:19 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 20:19 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନେେ କବଳେ ତୁମ୍ଭ ସଡକ ଦଇେ ୟିବୁ। ଯଦି ଆମ୍ଭମାନେେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତବେେ ଆମ୍ଭେ ତହିଁର ମୂଲ୍ଯ ଦବେୁ, ଆମ୍ଭମାନେେ କବଳେ ତୁମ୍ଭ ଦେଶ ଦଇେ ପାଦ ରେ ୟିବୁ। ଆମ୍ଭମାନେେ ଆଉକିଛି କରିବୁ ନାହିଁ।

Cross references

ଯାତ୍ରା ପୁସ୍ତକ 12:38

ସମାନେେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମଷେ, ଛଳେି ଓ ଗୋରୁଗାଈ ସହିତ ଅନକେ ପଶୁ ସମାନଙ୍କେ ସହିତ ଥିଲେ।

ଦିତୀୟ ବିବରଣ 2:6

ଏଷୌର ଲୋକମାନଙ୍କୁ, ତୁମ୍ଭମାନେେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମକ୍ସ୍ଟଦ୍ରା ଦବୋକକ୍ସ୍ଟ ହବେ।

ଦିତୀୟ ବିବରଣ 2:28

ଆମ୍ଭେ ତକ୍ସ୍ଟମ୍ଭ ଦେଶ ରେ ଯେଉଁ ଖାଦ୍ୟ ଖାଇବକ୍ସ୍ଟ ଓ ପାନୀଯ ପିଇବକ୍ସ୍ଟ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ଯ ଦବେକ୍ସ୍ଟ। ତକ୍ସ୍ଟମ୍ଭ ଦେଶ ମଧିଅରେ ଆମ୍ଭେ କବଳେ ପଦାଚାରଣ କରି ୟିବକ୍ସ୍ଟ।

Interlinear

Choose Theme