Home Bibles ଦିତୀୟ ବିବରଣ 2:6 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 2:6 · ଓଡ଼ିଆ ବାଇବେଲ

ଏଷୌର ଲୋକମାନଙ୍କୁ, ତୁମ୍ଭମାନେେ ଖାଉଥିବା ଖାଦ୍ୟ ଓ ପିଉଥିବା ପାଣି ପାଇଁ ମକ୍ସ୍ଟଦ୍ରା ଦବୋକକ୍ସ୍ଟ ହବେ।

Cross references

ଗଣନା ପୁସ୍ତକ 20:19

ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନେେ କବଳେ ତୁମ୍ଭ ସଡକ ଦଇେ ୟିବୁ। ଯଦି ଆମ୍ଭମାନେେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତବେେ ଆମ୍ଭେ ତହିଁର ମୂଲ୍ଯ ଦବେୁ, ଆମ୍ଭମାନେେ କବଳେ ତୁମ୍ଭ ଦେଶ ଦଇେ ପାଦ ରେ ୟିବୁ। ଆମ୍ଭମାନେେ ଆଉକିଛି କରିବୁ ନାହିଁ।

ଦିତୀୟ ବିବରଣ 2:28

ଆମ୍ଭେ ତକ୍ସ୍ଟମ୍ଭ ଦେଶ ରେ ଯେଉଁ ଖାଦ୍ୟ ଖାଇବକ୍ସ୍ଟ ଓ ପାନୀଯ ପିଇବକ୍ସ୍ଟ, ସେଥିପାଇଁ ଆମ୍ଭେ ତୁମ୍ଭକୁ ରୂପାର ମୂଲ୍ଯ ଦବେକ୍ସ୍ଟ। ତକ୍ସ୍ଟମ୍ଭ ଦେଶ ମଧିଅରେ ଆମ୍ଭେ କବଳେ ପଦାଚାରଣ କରି ୟିବକ୍ସ୍ଟ।

ମାଥିଉଲିଖିତ ସୁସମାଚାର 7:12

ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।

ରୋମୀୟଙ୍କ ପ୍ରତି ପତ୍ର 12:17

ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:7

ତୁମ୍ଭମାନେେ ଜାଣିଛ ଯେ, ଆମ୍ଭ ପରି ତୁମ୍ଭମାନେେ ରହିବା ଉଚିତ। ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ କବେେ ହେଲେ କାମ କରିବା ପାଇଁ ମନା କରି ନ ଥିଲୁ।

Interlinear

Choose Theme