Home Bibles ଗଣନା ପୁସ୍ତକ 2:24 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 2:24 · ଓଡ଼ିଆ ବାଇବେଲ

ଇଫ୍ରଯିମ ଛାଉଣୀର ଗଣ୍ଯ ସୈନ୍ଯସଂଖ୍ଯା 1,08,100 ସମାନେେ ତୃତୀୟ ରେ ଅଗ୍ରସର ହବେେ।

Cross references

ଗଣନା ପୁସ୍ତକ 2:9

ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।

ଗଣନା ପୁସ୍ତକ 2:16

ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।

ଗଣନା ପୁସ୍ତକ 2:31

ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।

ଗଣନା ପୁସ୍ତକ 10:22

ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।

ଗୀତସଂହିତା 80:2

ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।

Interlinear

Choose Theme