Home Bibles ଗଣନା ପୁସ୍ତକ 15:8 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 15:8 · ଓଡ଼ିଆ ବାଇବେଲ

ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ହାମବେଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଗଂଳାର୍ଥକ ଉପହାର ନିମନ୍ତେ ଯବେେ ଗୋବତ୍ସ ଉତ୍ସର୍ଗ କର,

Cross references

ଲେବୀୟ ପୁସ୍ତକ 1:3

ସେ ଯଦି ନିଜ ଗୋଠରୁ ଗାଈ ହାମବେଳି ରୂପେ ଉତ୍ସର୍ଗ କରେ, ତବେେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରୀ ହାଇେଥିବ ଓ ସେ ତାକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ବାରା ଗୃହୀତ ହବେ।

ଲେବୀୟ ପୁସ୍ତକ 3:1

ଯବେେ କୌଣସି ବ୍ଯକ୍ତି ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରୁଥାଏ, ତବେେ ସେ ତା'ର ପଲରୁ ଅଣ୍ଡିରା କିମ୍ବା ମାଈ ପଶୁଟିଏ ଆଣିବ। ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁଣ ପଶୁ ଆଣିବା ଉଚିତ୍।

ଲେବୀୟ ପୁସ୍ତକ 7:11

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ ନିମ୍ନ ବ୍ଯବସ୍ଥା ଅଟେ।

Interlinear

Choose Theme