ତେଣୁ ମାଶାେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପରମେଶ୍ବର, ବିନଯ କରୁଅଛି, ତାହାକୁ ସୁସ୍ଥ କର।
Cross references
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସମାନଙ୍କେ ଆଗ ରେ ଅଭିଯୋଗ କଲେ, ଯଦି ଆମ୍ଭମାନେେ ସହେି ମିଶର ଦେଶ ରେ କିମ୍ବା ମରୁଭୂମିରେ ମରିୟାଇଥାନ୍ତୁ, ତବେେ ଭଲ ହାଇେଥାନ୍ତା।
ତା'ପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ତବେେ ମିଶରୀଯ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ବାରା ସମାନଙ୍କେ ମଧ୍ଯରୁ ଏହି ଲୋକମାନଙ୍କୁ ଆଣିଅଛ।
ତା' ପରଦିନ ଇଶ୍ରାୟେଲ ସମସ୍ତ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଅଭିଯୋଗ କରି କହିଲେ ଯେ , ସମାନେେ ସଦାପ୍ରଭୁଙ୍କ ଲୋକମାନଙ୍କୁ ହତ୍ଯା କଲେ।
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।
ମାେ ପକ୍ଷ ରେ, ମୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରକ୍ସ୍ଟ ନିବୃତ ହବେି ନାହିଁ। ଯଦି ମୁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦବେି, ତବେେ ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିବି। ମୁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ ଶିକ୍ଷା ଦବୋ ଗ୍ଭଲକ୍ସ୍ଟ ରଖିବି।
ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।
ଯେଉଁଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନ ରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସହେିଦିନ ଚନ୍ଦ୍ରର ଦୀପ୍ତି ସୂର୍ୟ୍ଯର ଦୀପ୍ତିପରି ଉଜ୍ଜ୍ବଳ ହବେ। ପୁଣି ସୂର୍ୟ୍ଯର ଦୀପ୍ତି ସାତଦିନର ଦୀପ୍ତିତୁଲ୍ଯ ସାତଗୁଣ ଉଜ୍ଜ୍ବଳ ଦଖାୟିବେ।
ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।
ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ବରଙ୍କୁ ପ୍ରାର୍ଥନା କର ଯେ ସେ ସମାନଙ୍କେୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭମାନେେ ସମାନଙ୍କେ ପାଇଁ ପ୍ରାର୍ଥନା କର।
ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜାରେ ରେ କହିଲେ, ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କରନାହିଁ। ଏହା କହି ସେ ମୃତ୍ଯୁବରଣ କଲେ।
ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।
ବିଶ୍ବାସ ରେ କରାଯାଇଥିବା ସହେି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦବେ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତବେେ ପରମେଶ୍ବର ତାହାକୁ କ୍ଷମା କରିବେ।