Cross references
ଆଦି ପୁସ୍ତକ 48:19
କିନ୍ତୁ ତାଙ୍କର ପିତା ଅସମ୍ମତ ହାଇେ କହିଲେ, ହେ ପୁତ୍ର, ମୁଁ ତାହା ଜାଣେ। ମୁଁ ମଧ୍ଯ ଜାଣେ ସେ ମଧ୍ଯ ଏକ ଗୋଷ୍ଠୀ ହବେ ଓ ସେ ମହାନ ହବେ। ମାତ୍ର ତୁମ୍ଭର କନିଷ୍ଠ ପୁତ୍ର ତା'ଠାରୁ ଅଧିକ ମହାନ ହବେ ଓ ତାହାର ବଂଶ ବହୁ ଗୋଷ୍ଠୀକ ହବେ।
ଗଣନା ପୁସ୍ତକ 2:21
ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 32,200
ଗଣନା ପୁସ୍ତକ 26:34
ମନଃଶି ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 52,700 ଥିଲେ।