ଲେବୀୟ ପୁସ୍ତକ 23:41 · ଓଡ଼ିଆ ବାଇବେଲ
ପୁଣି ତୁମ୍ଭମାନେେ ପ୍ରତିବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା, ତୁମ୍ଭମାନେେ ସପ୍ତମ ମାସ ରେ ତାହା ପାଳନ କରିବ।
Cross references
ଲେବୀୟ ପୁସ୍ତକ 23:14
ତୁମ୍ଭମାନେେ ଯେଉଁ ପର୍ୟ୍ଯନ୍ତ ନୂତନ ଶସ୍ଯର ନବୈେଦ୍ଯ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନ ଆଣିଛ ସପେର୍ୟ୍ଯନ୍ତ ତୁମ୍ଭମାନେେ ରୋଟୀ, କି ଭଜା ଶସ୍ଯ କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନ ରେ ଏହା ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ହବେ।
ଗଣନା ପୁସ୍ତକ 29:12
ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।
ନିହିମିୟା 8:18
ଆହୁରି ସେ ପ୍ରଥମ ଦିନାବଧି ଶଷଦେିନ ପର୍ୟ୍ଯନ୍ତ ପ୍ରତିଦିନ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତଦିନ ପର୍ୟ୍ଯନ୍ତ ପର୍ବପାଳନ କଲେ। ଆଉ ନିଯମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା।