Home Bibles ନିହିମିୟା 7:3 · ଓଡ଼ିଆ ବାଇବେଲ
ନିହିମିୟା 7:3 · ଓଡ଼ିଆ ବାଇବେଲ

ଆଉ ମୁଁ ହନାନିକୁ ଓ ହନାନିଯକୁ କହିଲି, ଦିନ ରେ ସୂର୍ୟ୍ଯ ପ୍ରଚଣ୍ତ ନ ହବୋ ପର୍ୟ୍ଯନ୍ତ ଯେପରି ଫାଟକ ନ ଖୋଲା ୟାଏ, ଆଉ ଲୋକମାନେ ପ୍ରହରୀ କର୍ମ ରେ ଠିଆ ହବୋ ବେଳେ ସୁର୍ୟ୍ଯାସ୍ତ ସମୟରେ ଦ୍ବାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭମାନେେ ୟିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିୟୁକ୍ତ କର। କେତକେ ପ୍ରହରୀ ସମାନଙ୍କେ ଶିବିର ରେ ଛିଡା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହ ରେ ସମ୍ମୁଖ ରେ ରହନ୍ତୁ।

Cross references

ନିହିମିୟା 3:23

ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।

ନିହିମିୟା 3:28

ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।

ନିହିମିୟା 13:19

ଏହାପରେ ବିଶ୍ରାମବାର ପୂର୍ବରୁ ୟିରୁଶାଲମ ରେ ଯେତବେେଳେ ଅନ୍ଧାର ହବୋକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦଲେି ଆହୁରି ବିଶ୍ରାମବାର ଶଷେ ହବୋ ପର୍ୟ୍ଯନ୍ତ ନଖାଲିବୋକୁ ଆଜ୍ଞା ଦଲେି। ପୁଣି ବିଶ୍ରାମଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ଯରୁ କେତକଙ୍କେୁ ଦ୍ବାରମାନଙ୍କ ରେ ନିୟୁକ୍ତି କଲି।

ଗୀତସଂହିତା 127:1

ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

Interlinear

Choose Theme