Home Bibles ନିହିମିୟା 5:8 · ଓଡ଼ିଆ ବାଇବେଲ
ନିହିମିୟା 5:8 · ଓଡ଼ିଆ ବାଇବେଲ

ଏବଂ ମୁଁ ସହେି ଲୋକମାନଙ୍କୁ କହିଲି, 'ଆମ୍ଭର ୟିହୁଦୀଯ ଭାଇମାନେ ଅନ୍ୟ ଦେଶୀଯ ଲୋକଙ୍କ ନିକଟରେ ବିକା ୟାଇଥିଲେ, ଆମ୍ଭମାନେେ ସମାନଙ୍କେୁ ଆପଣା ସାଧ୍ଯ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇମାନଙ୍କୁ ବିକ୍ରୀ କରୁଛ ଏବଂ ଆମ୍ଭମାନେେ ସମାନଙ୍କେୁ ପୁଣି କିଣିବୁ।

Cross references

ଯାତ୍ରା ପୁସ୍ତକ 21:16

ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

ଲେବୀୟ ପୁସ୍ତକ 25:47

ଆଉ ଯଦି ତୁମ୍ଭମାନଙ୍କ ମଧିଅରେ କହେି ପ୍ରବାସୀ କି ବିଦେଶୀ ଧନୀ ହାଇୟୋଏ ଓ ତୁମ୍ଭର ସ୍ବଦେଶୀ ଲୋକ ଦରିଦ୍ର ହାଇୟୋଏ, ଆଉ ସହେି ବିଦେଶୀ ବା ପ୍ରବାସୀ ନିକଟରେ ସେ ନିଜକୁ ବିକ୍ରୀ କରେ,

ଲେବୀୟ ପୁସ୍ତକ 25:48

ତବେେ ସେ ବ୍ଯକ୍ତି ପରେ ମୁକ୍ତ ହାଇପୋରିବ। ତାହାର ଜ୍ଞାତ ମଧ୍ଯରୁ କହେି ତାକୁ ମୁକ୍ତ କରିପାରିବ।

ଦିତୀୟ ବିବରଣ 24:7

ଧରାଯାଉ କୌଣସି ମନକ୍ସ୍ଟଷ୍ଯ ଯବେେ ତାଙ୍କର ପଡ଼ୋଶୀକକ୍ସ୍ଟ ଅପହରଣ କରେ ଓ ସେ ତାକକ୍ସ୍ଟ ଯଦି ଦାସରୂପେ ବ୍ଯବହାର କରେ, ବା ତାହାକକ୍ସ୍ଟ ବିକ୍ରଯ କରେ, ତବେେ ସହେି ଅପହରଣକର୍ତ୍ତାକକ୍ସ୍ଟ ହତ୍ଯା କରାୟିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧରକ୍ସ୍ଟ ସହେି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।

ଆୟୁବ ପୁସ୍ତକ 29:10

ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।

ଆୟୁବ ପୁସ୍ତକ 32:15

ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।

ମାଥିଉଲିଖିତ ସୁସମାଚାର 22:12

ରାଜା ତାହାଙ୍କୁ ପଚ଼ାରିଲେ, 'ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନପିନ୍ଧି ଓ ଭିତରକୁ କମେିତି ଆସିଲ?' କିନ୍ତୁ ଲୋକଟି କିଛି କହିଲା ନାହିଁ।

ମାଥିଉଲିଖିତ ସୁସମାଚାର 25:15

କେଉଁ ଚ଼ାକର କେତେ ଦାଯିତ୍ବ ନଇେ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣଙ୍କୁ ପାଞ୍ଚ ତୋଡ଼ା ରୂପା ଟଙ୍କା ଦେଲେ। ଆଉ ଜଣଙ୍କୁ ଦୁଇ ତୋଡ଼ା, ଓ ତୃତୀୟ ଙ୍କୁ ଗୋଟିଏ ତୋଡ଼ା ରୂପା ଟଙ୍କା ଦେଲେ। ଚ଼ାକରମାନଙ୍କର ସାମର୍ଥ୍ଯ ଅନୁସାରେ ସମାନଙ୍କେୁ କାମ ବାଣ୍ଟିଦଇେ ସେ ବୁଲିବାକୁ ଚାଲିଗଲେ।

ମାଥିଉଲିଖିତ ସୁସମାଚାର 25:29

ଯେଉଁ ଲୋକ ନିଜ ପାଖ ରେ ଥିବା ଜିନିଷର ଉପୟୁକ୍ତ ବ୍ଯବହାର କରେ, ତାକୁ ବହୁତ ଅଧିକ ଦିଆୟିବ। ତାହାଙ୍କୁ ତାହାଙ୍କର ଆବଶ୍ଯକତା ଠାରୁ ବହୁତ ବେଶୀ ଦିଆୟିବ। କିନ୍ତୁ ଯେଉଁ ଲୋକ ତା ପାଖ ରେ ଥିବା ଜିନିଷର ଉପୟୁକ୍ତ ବ୍ଯବହାର କରେ ନାହିଁ, ତାଠାରୁ ଯାହାକିଛି ଅଛି, ସବୁ କିଛି ଛଡ଼ଇେ ନିଆୟିବ।'

ରୋମୀୟଙ୍କ ପ୍ରତି ପତ୍ର 3:19

ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ରୋମୀୟଙ୍କ ପ୍ରତି ପତ୍ର 14:15

ତାହାକୁ ସେ ଗ୍ରହଣ କରିବାଅନୁଚିତ। ତୁମ୍ଭ ଖାଦ୍ୟ ଦ୍ବାରା ତୁମ୍ଭେ ଯଦି ତୁମ୍ଭର ଭାଇ ବିଶ୍ବାସକୁ ଆଘାତ ଦେଉଛ, ତା ହେଲେ ତୁମ୍ଭେ ପ୍ରକୃତ ରେ ପ୍ ରମେ ଦ୍ବାରା ପରିଚ୍ଭାଳିତ ବ୍ଯକ୍ତି ଭଳି ବ୍ଯବହାର କରୁ ନାହିଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ବାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ଯ ପ୍ରାଣ ତ୍ଯାଗ କରିଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:11

ଅତଏବ ସହେି ଦୁର୍ବଳ ବିଶ୍ବାସୀ ଯାହା ନିମନ୍ତେ ଯୀଶୁଖ୍ରୀଷ୍ଟ ପ୍ରାଣ ତ୍ଯାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାଯୀ ହବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:12

ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।

ଗାଲାତୀୟଙ୍କ ପ୍ରତି ପତ୍ର 6:10

ତେଣୁ ଯେତବେେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁ ଯୋଗ ପାଉ, ଆମ୍ଭେ ଅବଶ୍ଯ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ବାସୀ ଅଟନ୍ତି, ସମାନଙ୍କେ ପ୍ରତି ଆମ୍ଭକୁ ବିଶଷେ ଧ୍ଯାନ ଦବୋକୁ ପଡ଼ିବ।

Interlinear

Choose Theme