ସେ ସମୟରେ ପ୍ରତିଦିନ ଏକ ବଳଦ ଓ ଛଅଟି ବଛା ମଷେ ରୋଷଇେ କରାଗଲା। ମାେ ପାଇଁ କେତକେ ପକ୍ଷୀପାକ କରାଗଲା ଓ ଦଶ ଦିନ ରେ ଥରେ ସବୁ ପ୍ରକାର ଦ୍ରାକ୍ଷାରସ ଆଯୋଜନ କରାଗଲା। ତଥାପି ମୁଁ ଏହିସବୁ ଲାଗି ଦଶାେଧ୍ଯକ୍ଷର ବୃତ୍ତି ମାଗିଲି ନାହିଁ। ଲୋକମାନଙ୍କ ଉପରେ ଭାର ଗୁରୁତର ହାଇେଥିଲା।
Cross references
ଶଲୋମନ ତାଙ୍କ ପାଇଁ ଓ ତାଙ୍କ ସହିତ ଯେଉଁମାନେ ମେଜରେ ଖାଉଥିଲେ ସେମାନଙ୍କ ପାଇଁ ଏହି ପରିମାଣର ଖାଦ୍ୟଦ୍ରବ୍ୟ ଦରକାର କରୁଥିଲେ:
ଆପଣ ଜାଣନ୍ତି ମାରେପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗ ରେ ଘରେି ରହିଥିବା ଶତୃମାନଙ୍କ ସହିତ ବାସ ସର୍ବଦା ୟୁଦ୍ଧ ରେ ବ୍ଯସ୍ତ ଥିଲେ ଓ ସଦାପ୍ରଭୁ ଶତୃଗଣଙ୍କୁ ତାଙ୍କ ହସ୍ତ ରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।
ମୁଁ ଯିହୁଦା ଦେଶ ରେ ସମାନଙ୍କେର ଅଧ୍ଯକ୍ଷ ପଦ ରେ ନିୟୁକ୍ତି ଥିବା ସମଯାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡିଏ ବର୍ଷଠାରୁ ବତିଶ ବର୍ଷପର୍ୟ୍ଯନ୍ତ ସହେି ବାରବର୍ଷ ମୁଁ କିମ୍ବା ମାରେ ଭାତୃଗଣ ଦଶାେଧ୍ଯକ୍ଷର ବୃତ୍ତି ଭୋଗ କଲୁ ନାହିଁ।
ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କବେେ ତାକୁ ପରି ଶାଧେ କରେ ନାହିଁ। କିନ୍ତୁ ଧାର୍ମିକ ବ୍ଯକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
ଧାର୍ମିକ ବ୍ଯକ୍ତି ସବୁକିଛି ଅନ୍ୟମାନଙ୍କୁ ଦଇଦେିଏ। ତଣେୁ ତା'ର ପିଲାମାନେ ଏକ ଆଶୀର୍ବାଦସୂଚକ।