Home Bibles ନିହିମିୟା 5:14 · ଓଡ଼ିଆ ବାଇବେଲ
ନିହିମିୟା 5:14 · ଓଡ଼ିଆ ବାଇବେଲ

ମୁଁ ଯିହୁଦା ଦେଶ ରେ ସମାନଙ୍କେର ଅଧ୍ଯକ୍ଷ ପଦ ରେ ନିୟୁକ୍ତି ଥିବା ସମଯାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡିଏ ବର୍ଷଠାରୁ ବତିଶ ବର୍ଷପର୍ୟ୍ଯନ୍ତ ସହେି ବାରବର୍ଷ ମୁଁ କିମ୍ବା ମାରେ ଭାତୃଗଣ ଦଶାେଧ୍ଯକ୍ଷର ବୃତ୍ତି ଭୋଗ କଲୁ ନାହିଁ।

Cross references

ଏଜ୍ରା 4:13

ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।

ନିହିମିୟା 2:1

ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷ ରେ ନିଶାନ ମାସ ରେ ଏହିପରି ଘଟିଥିଲା। ଯେ ରାଜାଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସହେି ଦ୍ରାକ୍ଷାରସ ନଇେ ରାଜାଙ୍କୁ ଦଲେି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତ ରେ ଦୁଃଖିତ ହାଇେ ନ ଥିଲି।

ନିହିମିୟା 13:6

ମୁଁ ଏସବୁ ସମୟରେ ୟିରୁଶାଲମ ରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ ବର୍ଷ ରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତକେ ଦିନ ପରେ ରାଜାଙ୍କୁ ବିଦାଯ ମାଗିଲି।

ମାଥିଉଲିଖିତ ସୁସମାଚାର 25:16

ଯେଉଁ ଚ଼ାକରଟି ପାଞ୍ଚ ତୋଡ଼ା ରୂପା ଟଙ୍କା ନଇେଥିଲା, ସେ ତୁରନ୍ତ ସେ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଦଲୋ। ସେ ଆଉ ପାଞ୍ଚ ତୋଡ଼ା ରୂପା ଟଙ୍କା ଲାଭକଲା।

ରୋମୀୟଙ୍କ ପ୍ରତି ପତ୍ର 13:6

ଏହି ଦୃଷ୍ଟିରୁ ତୁମ୍ଭମାନେେ ସରକାରକୁ କର ମଧ୍ଯ ଦିଅ। ସମାନେେ ପରମେଶ୍ବରଙ୍କ ସବୋ ରେ ରହିଛନ୍ତି, ଏବଂ ସହେି କାର୍ୟ୍ଯ କରିବା ପାଇଁ ନିଜର ସଂପୂର୍ଣ ସମୟ ଦେଉଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:4

ଆମ୍ଭର ଖାଇବା ଓ ପିଇବା ପାଇଁ କ'ଣ ଅଧିକାର ନାହିଁ ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:18

ତା' ହେଲେ ମାରେ ପୁରସ୍କାର କ'ଣ ? ମାରେ ପୁରସ୍କାର ଏହା ଯେ ସୁସମାଚାର ପ୍ରଚାର କଲା ବେଳେ ମୁଁ ମୁକ୍ତ ଭାବରେ ସୁସମାଚାରକୁ ଦଇେ ପାରିବି ? ଏହିପରି ସୁସମାଚାର ପ୍ରଚାର ପାଇଁ ଯେଉଁ ପ୍ରାପ୍ଯ ମାରେ ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:8

ମୂଲ୍ଯ ନ ଦଇେ ଆମ୍ଭେ କାହାରି ଘ ରେ ଭୋଜନ ଗ୍ରହଣ କରି ନାହୁଁ। ଆମ୍ଭମାନେେ କାହାରି ଉପରେ ଭାର ସ୍ବରୂପ ନ ହବେୁ ବୋଲି ସର୍ବଦା କର୍ମରତ ରହୁଥିଲୁ।

Interlinear

Choose Theme